ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ପ୍ରୋତ୍ସାହିତ କରିବ ଆମେରିକା : ପ୍ରଣୟନ ହେଲା ଆଇନ
ୱାଶିଂଟନ୍ : ଆମେରିକାର ସଂସଦର ପ୍ରତିନିଧି ସଭା ଏକ ଆଇନ ପ୍ରଣୟନ କରିଛି, ଯାହା ମହାତ୍ମା ଗାନ୍ଧୀ ଏବଂ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିଅରଙ୍କ କାର୍ଯ୍ୟ ଏବଂ ସେମାନଙ୍କ ବିଚାର ଅଧ୍ୟୟନ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଭାବ ବିନିମୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ । ଏହି!-->…
Read More...
Read More...