ଓଏସଆରଟି ଏସି ବସ ଦୁର୍ଘଟଣାଗ୍ରସ୍ତ : ୨୦ ଆହତ, ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର
ମାଲକାନଗିରି : ମାଲକାନଗିରିରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଓଏସଆରଟି ଏସି ବସ ଶୁକ୍ରବାର ରାତି ୧୨ ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ବସରେ ମୋଟ ୨୩ଜଣ ଯାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଥିବା ସୂଚନା । ଡ୍ରାଇଭର ଓ!-->…
Read More...
Read More...