Browsing Tag

mahakalpada news

ଶୁକ୍ରବାରଠୁ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା

ମହାକାଳପଡା : ଶୁକ୍ରବାରଠୁ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା । ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ । ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦେଶାଗତ ପକ୍ଷୀ ଓ କୁମ୍ଭୀର ଗଣନା କରାଯିବ । ୨୦୨୪ ଜାନୁଆରୀ ୫ ତାରିଖଠାରୁ ୧୩
Read More...

କୁମ୍ଭୀର ଆକ୍ରମଣରେ ମହିଳା ମୃତ

ମହାକାଳପଡ଼ା : କୁମ୍ଭୀର ଆକ୍ରମଣରେ ଶନିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ୩ ଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାଶି ଗାଁ ୬ନଂ. ୱାର୍ଡର କୌଶଲ୍ୟା ମଣ୍ଡଳ(୪୨) । ତାଙ୍କ ସହିତ ମାଛ ଧରିବାକୁ
Read More...

ମଦ ଦୋକାନ ସମ୍ମୁଖରେ ଯୁବକଙ୍କ ଉପରେ ଗୁଳିମାଡ଼ କଲେ ଦୁବୃର୍ତ୍ତ

ମହାକାଳପଡା : ମଦ ଦୋକାନ ସମ୍ମୁଖରେ ଯୁବକଙ୍କ ଉପରେ ଦୁବୃର୍ତ୍ତ ମାନେ ଗୁଳିମାଡ଼ କରିଥିବା ଜଣାପଡିଛି । ସୂଚନା ଅନୁସାରେ ୨ଟି ବାଇକରେ ୫ଜଣ ଯୁବକ ଆସି ମଦ ଦୋକାନ ନିକଟରେ ନେମ୍ବରା ଗ୍ରାମର ଲକ୍ଷ୍ମଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳି ଲକ୍ଷ୍ମଣଙ୍କ ଡାହାଣ ଗୋଡ ପାଦରେ ବାଜିଛି । ଗୁରୁତର
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୦ ବଖରା ଘର

ମହାକାଳପଡା : ଭୟାବହ ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଗୟାସପୁର ଗାଁରେ । ଗାଁର ସୁଲେଖ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପ୍ରଥମେ ନିଆଁ ଲାଗିଥିବା ଜଣାପଡିଛି । ଏହା ପରେ ନିଆଁ ଭୟଙ୍କର ରୂପ ନେବା ସହ ପଡୋଶୀ ବିଜୟ ସେଠୀ ଓ ଅନ୍ୟ ବ୍ୟକ୍ତିଙ୍କ ଘରକୁ ମଧ୍ୟ ବ୍ୟାପି
Read More...