ଲୋଇସିଂହାରେ ଅବାଧ ସଟ୍ଟା ଖେଳ : ନୂତନ ଥାନାଧିକାରୀ ଦୃଷ୍ଟି ଦେବେ କି, ସାଧାରଣରେ ପ୍ରଶ୍ନ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ଥାନା ଅଂଚଳରେ ଅବୈଧ ସଟ୍ଟା ଖେଳ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି । ସହରଠାରୁ ଗ୍ରାମାଞ୍ଚଳ ଯାଏଁ ଏହି ଖେଳ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଟଙ୍କାଟିଏ ବଦଳରେ ୮୦ ଟଙ୍କା ପାଇବା ଲୋଭରେ ସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ଯୁବକ ତଥା!-->…
Read More...
Read More...