ମାଗୁରବେଡାରେ ନୂତନ ସାପ୍ତାହିକ ବଜାର ଉଦ୍ଘାଟିତ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ମାଗୁରବେଡା ଗ୍ରାମରେ ନୂତନ ସାପ୍ତାହିକ ବଜାର ଉଦ୍ଘାଟିତ ହୋଇଯାଇଛି । ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ଯୋଗ ଦେଇଥିଲେ ।!-->…
Read More...
Read More...