Browsing Tag

loisingha news

ଆଦର୍ଶ ଶିକ୍ଷକ ଦମ୍ପତିଙ୍କ ଗଙ୍ଗାଶ୍ରାଦ୍ଧ ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାହୁପଡା ସ୍ଥିତ ଆଦର୍ଶ ଶିକ୍ଷକ ସ୍ଵର୍ଗତ କୃଷ୍ଣ ପ୍ରସାଦ ସାହୁ ଓ ଧର୍ମପତ୍ନୀ ରାମପ୍ୟାରୀ ସାହୁଙ୍କ ଗଙ୍ଗାଶ୍ରାଦ୍ଧ ଆଜି ସମ୍ପନ୍ନ ହୋଇଯାଇଛି । ଗତବର୍ଷ ମହାମାରୀ କରୋନା ସମୟରେ ପ୍ରାୟ ଏକ ମାସ ବ୍ୟବଧାନରେ ଆଦର୍ଶ ଶିକ୍ଷକ କୃଷ୍ଣ ପ୍ରସାଦ ଓ
Read More...

ଲୋଇସିଂହା ବ୍ଲକରେ ୩ ଜଣ ଯନ୍ତ୍ରୀଙ୍କ ଭରସାରେ ଚାଲିଛି ଉନ୍ନୟନମୂଳକ କାମ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଉନ୍ନୟନମୂଳକ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । କଙ୍କଡାକୁ ଗୋଳିଆ ପାଣି ସୁହାଇଲା ଭଳି ବ୍ଲକର ୨୦ଟି ଯାକ ଗ୍ରାମ ପଞ୍ଚାୟତ ପାଇଁ ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ
Read More...

ତ୍ରିବେଣୀ ସାରସ୍ୱତ ସନ୍ଧାନ ତରଫରୁ କବିତା ପାଠୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଦିବାସୀ ଭବନ ଠାରେ ତ୍ରିବେଣୀ ସାରସ୍ୱତ ସନ୍ଧାନ ପକ୍ଷରୁ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ତ୍ରିବେଣୀ ସନ୍ଧାନ ଅନୁଷ୍ଠାନର ସଭାପତି ଟିକେଚନ ରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କବି ମାୟାଧର ତାଣ୍ଡି ଯୋଗ ଦେଇଥିବା ବେଳେ ମୁଖ୍ୟ
Read More...

ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପବିତ୍ର କୁମାର ପୂର୍ଣ୍ଣିମା ଦଶହରା ପୂର୍ଣ୍ଣିମା ଅବସରରେ ପ୍ରଥମ ଥର ପାଇଁ ଲୋଇସିଂହା ସ୍ଥିତ ମା' ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଢୋଲମହୁଲ ଶାରଳା ଶକ୍ତିପୀଠର ପୂଜକ ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦେବୀଙ୍କ ସୁଦୃଶ୍ୟ ଛତର ସ୍ଥାନୀୟ
Read More...

ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେମନ୍ତ ପୁଟାଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମବାସୀଙ୍କ ତରଫରୁ ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବ ପ୍ରତିଭା ହେମନ୍ତ ପୁଟାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଗୋପାଳଜୀ କୀର୍ତ୍ତନ୍ୟ ମଣ୍ଡଳୀ ତରଫରୁ ଶ୍ରୀ ପୁଟାଙ୍କୁ ନେଇ ଗ୍ରାମ
Read More...

ଭରସୁଜା ଗ୍ରାମରେ ଛେଲିଆପାଟ ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଭରସୁଜା ଗ୍ରାମରେ ଛେଲିଆପାଟ ଯାତ୍ରା ବିପୁଳ ଜନ ସମାଗମରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଦଶହରା ମାସ ଚତୁର୍ଦ୍ଦଶୀ ତିଥିରେ ଏହି ଯାତ୍ରାଟି ଅନୁଷ୍ଠିତ ହୋଇଥାଏ । ଭରସୁଜା ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗତ ୨
Read More...

ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ଲୋଇସିଂହାର ଅମିତ ମେହେର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଡେଲି ମାର୍କେଟ ବାସିନ୍ଦା ଅମିତ କୁମାର ମେହେର ୩୮୩ ରେଙ୍କ ରଖି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି । ନିଜସ୍ୱ ଉଦ୍ୟମରେ ପ୍ରଚେଷ୍ଟା ଜାରି ରଖି ସେ ଏଥିରେ ସଫଳତା ପାଇବା ସହିତ ତାଙ୍କ ସ୍ୱର୍ଗୀୟ ବାପା ପାଣ୍ଡବ ମେହେରଙ୍କ
Read More...

ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ସମ୍ମିଳନୀ କକ୍ଷଠାରେ "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଶଙ୍କର କେରକେଟା, ସିଡିପିଓ ଜ୍ୟୋତିର୍ମୟୀ ନାଏକ, ଏବିଇଓ ଆଦିତ୍ୟ କୁମାର ବନଛୋର, ଜିପିଇଓ ସୋଭାଗ୍ୟ ପଧାନ,
Read More...

ରାମପୁର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଧନ୍ଦାମୂଳକ ଶିକ୍ଷା ରିଟେଲ ବିଭାଗର ପରିଦର୍ଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଅଧିନ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷା ରିଟେଲ ବିଭାଗରେ ନବମ ଶ୍ରେଣୀରେ ଅଧ୍ୟୟନରତ ୩୯ ଜଣ ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀର ୩୪ ଜଣ ଛାତ୍ରଛାତ୍ରୀ ବଲାଙ୍ଗିର ସ୍ଥିତ ବିଶାଳ ମେଗାମାର୍ଟ ଓ ରିଲାଏନ୍ସ
Read More...

ଉପରବାହାଲ ଗ୍ରାମରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମ ସ୍ଥିତ ଯୁବ କଲ୍ୟାଣ ଯୁବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ବଲାଙ୍ଗିର ଜିଲା ଯୁବ କୁଲତା ସମାଜର ସଭାପତି ଅସୀମ କୁମାର ଭୋଇ,
Read More...