Browsing Tag

loisingha news

ପରଧିଆପାଲିରେ ପ୍ରାଣୀଧନ ସଚେତନତା ଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଞ୍ଚାୟତ ପରଧିଆପାଲି ଗ୍ରାମରେ ଆଜି ପ୍ରାଣୀଧନ ସଚେତନତା ଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଓ ସଂକଳ୍ପର ସହାୟତାରେ ଲୋଇସିଂହା ପ୍ରାଣୀ ଚିକିତ୍ସା ବିଭାଗର ସହଯୋଗରେ ଆୟୋଜିତ…
Read More...

ରାଜପୁତ ସମାଜର ଚେରି ଟେବୁଲ ଟ୍ରଷ୍ଟ ଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଡୋଶୀ ଗାଇସିଲେଟ ବ୍ଲକ ଜାମୁଟବାହାଲ ଗ୍ରାମର ପୂର୍ଣ୍ଣନନ୍ଦ ଠାକୁରଙ୍କ ଆବାହକତ୍ୱରେ ପଦ୍ମପୁର ଉପଖଣ୍ଡସ୍ତରୀୟ ରାଜପୁତ ସମାଜର ଏକ ବୈଠକ ନୃସିଂହନାଥରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆବାହକ ଶ୍ରୀ ଠାକୁର ସଭାପତିତ୍ୱ କରିଥିଲେ । ରାଜପୁତ ସମାଜର ସାମୁହିକ…
Read More...

ଛଟେଇ କମ୍ପ୍ୟୁଟର ଶିକ୍ଷକ ସଂଘର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଗ୍ରସେନ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜ୍ୟୋତିର୍ମୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବ୍ଲକର ପ୍ରାୟ ୬୦ ଜଣ ସଦସ୍ୟ ଯୋଗ ଦେଇ…
Read More...

କୁଟୁରାପାଲିରେ ଜଳବାୟୁ ପରିବର୍ତ୍ତନ କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପଞ୍ଚାୟତ ଅଧିନସ୍ଥ କୁଟୁରାପାଲି ଗ୍ରାମରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ଆନୁକୁଲ୍ୟରେ ଓ ରିଲାଏନ୍ସ ଫାଉଣ୍ଡେସନ…
Read More...

ଝାରମୁଣ୍ଡା ଏଥଲେଟିକ୍‌ ଏସୋସିଏସନ୍‌ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ୍‌ ଏସୋସିଏସନ୍‌ ସ୍ଥିତ ସଭାଗୃହରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ୱାର୍ଲ୍ଡ ଭିଜନ ଇଣ୍ଡିଆ ଲୋଇସିଂହାକୁ ନୂତନ ଭାବେ ଯୋଗ ଦେଇଥିବା ମେନେଜର…
Read More...

ବାଲ୍ୟ ବିବାହ ନିରାକରଣ ସମ୍ୱନ୍ଧୀୟ ସଚେତନତା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ନୋଡାଲ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ଓ ସମାଜ କଲ୍ୟାଣ ବିଭାଗ ତଥା ସମନ୍ୱିତ ଶିଶୁ ବିକାଶ ତରଫରୁ ବାଲ୍ୟ ବିବାହ ନିରାକରଣ ସମ୍ୱନ୍ଧୀୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…
Read More...

ଲୋଇସିଂହା ତହସିଲ ପକ୍ଷରୁ ରୁଗୁଡିଖାଲଠାରେ ସରକାରୀ ଜମି ଚିହ୍ନଟ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ଅନ୍ତର୍ଗତ ରୁଗୁଡ଼ିଖାଲ ସ୍ଥିତ ସାପ୍ତାହିକ ବଜାର ଓ ରାମ ମନ୍ଦିରକୁ ଲାଗି ରହିଥିବା ସରକାରୀ ଜମିକୁ ନେଇ ଅନେକ ଦିନରୁ ବାଦ ବିବାଦ ଲାଗି ରହିଛି । ଜୀବର୍ଦ୍ଧନ ପାଇକ ନାମକ ଜନୈକ ବ୍ୟକ୍ତି ସାପ୍ତାହିକ ବଜାର ଓ ରାମ ମନ୍ଦିରକୁ…
Read More...

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଗାଡ଼ିରୁ ଗଞ୍ଜେଇ ଜବତ

ଲୋଇସିଂହା, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ ଗାଡିରୁ ମିଳିଲା ବସ୍ତା ବସ୍ତା ଗଞ୍ଜେଇ । ସୂଚନା ଅନୁସାରେ ଲୋଇସିଂହା ବସଷ୍ଟାଣ୍ଡ ନିକଟରେ ଏକ ସ୍କର୍ପିଓ ଗାଡ଼ି (ନଂ-ଓଡ଼ି ୧୪ ଏ ୫୦୫୨) ଗତକାଲି ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ବସିଥିବା ତିନିଜଣ ସ୍ଥାନୀୟ ଯୁବକ ଆହତ…
Read More...

ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ : ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଥିବା ସନ୍ଦେହ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡ ନିକଟରେ ଆଜି ଦିନ ପ୍ରାୟ ୨ଟାରେ ଏକ ସ୍କର୍ପିଓ ଗାଡ଼ି (ନଂ-ଓଡ଼ି ୧୪ ଏ ୫୦୫୨) ବଲାଙ୍ଗିର ପଟୁ ଆସୁଥିବା ବେଳେ ଲୋଇସିଂହା ବସଷ୍ଟାଣ୍ଡ ଠାରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ…
Read More...

ଆଦର୍ଶ ଶିକ୍ଷକ ଦମ୍ପତିଙ୍କ ଗଙ୍ଗାଶ୍ରାଦ୍ଧ ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାହୁପଡା ସ୍ଥିତ ଆଦର୍ଶ ଶିକ୍ଷକ ସ୍ଵର୍ଗତ କୃଷ୍ଣ ପ୍ରସାଦ ସାହୁ ଓ ଧର୍ମପତ୍ନୀ ରାମପ୍ୟାରୀ ସାହୁଙ୍କ ଗଙ୍ଗାଶ୍ରାଦ୍ଧ ଆଜି ସମ୍ପନ୍ନ ହୋଇଯାଇଛି । ଗତବର୍ଷ ମହାମାରୀ କରୋନା ସମୟରେ ପ୍ରାୟ ଏକ ମାସ ବ୍ୟବଧାନରେ ଆଦର୍ଶ ଶିକ୍ଷକ କୃଷ୍ଣ ପ୍ରସାଦ ଓ…
Read More...