Browsing Tag

loishinha news

ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ପରୀକ୍ଷାରେ ବିଭୁଦତ୍ତଙ୍କ ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ଲୋକସେବା ଆୟୋଗ, କଟକଙ୍କ ଦ୍ଵାରା ଆୟୋଜିତ ମ୍ୟୁନିସିପାଲ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଭର୍‌ସୁଜା ଗ୍ରାମର ବିଜ୍ଞ ବିଭୁଦତ୍ତ ସାହୁ । ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୭ଜଣ ଯୋଗ୍ୟ
Read More...

କୁଶମେଲ ଆର୍‌ ଆର୍‌ କଲୋନୀ ନିକଟରେ ବାଇକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶମେଲ ସ୍ଥିତ ଆର୍‌ ଆର୍‌ କଲୋନୀ ନିକଟରେ ବାଇକ୍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ସେହି କଲୋନୀର ବାସିନ୍ଦା ତଥା ଲୋୟର୍ ସୁକ୍‌ତେଲ୍‌ ବିସ୍ଥାପିତ ବନଛୋରପାଲି ଗ୍ରାମର
Read More...

ଲୋଇସିଂହା ବିଡ଼ିଓଙ୍କୁ ସମିତି ସଭ୍ୟଙ୍କ ତରଫରୁ ସମ୍ୱର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଞ୍ଚାୟତ ସମିତିରେ ନୂତନ ବିଡ଼ିଓ ଭାବେ ଯୋଗ ଦେଇଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଯୁଧିଷ୍ଠିର ମେହେରଙ୍କୁ ଆଜି ସ୍ଥାନୀୟ ସମିତି ସଭ୍ୟମାନେ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧନା ଜଣାଇଛନ୍ତି । ବ୍ଲକ
Read More...

ସାଲେଭଟା ଅଂଚଳରେ ବଣୁଆ ଦନ୍ତା ହାତୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତକାଲି ବଲାଙ୍ଗିର ସାଲେଭଟା ଅଂଚଳରେ ବଣୁଆ ଦନ୍ତା ହାତୀ ଜନବସତି ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ପୁଡ଼ାପଦର ଗାଁରେ ଗତ ୨୭ ତାରିଖ ଦିନ କପା କିଆରିରେ ଘାସ କାଟୁଥିବା ବଳରାମ ହୋତାଙ୍କୁ ଦଳି କଚାଡ଼ି ମାରି ଦେଇଥିଲା
Read More...

ଲୋଇସିଂହାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭକ୍ତି କବିତା ଆସର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥାନୀୟ ଶ୍ରୀଧାମ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଧର୍ମସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳା ନିର୍ଦ୍ଦେଶକ ଗୌରୀଶଙ୍କର ବେଜ ଗୁରୁଚରଣ ଧୀର,
Read More...