Browsing Tag

koshagumuda news

କୋଷାଗୁମୁଡ଼ା ବ୍ଲକରେ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସେପ୍ଟେମ୍ବର ପନ୍ଦର ଠାରୁ ଅକ୍ଟୋବର ପନ୍ଦର ପର୍ୟ୍ୟନ୍ତ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଆୟୋଜିତ ହେଉଯାଇଛି । ଏହି ଅବସରରେ କୋଷାଗୁମୁଡା ଚାଉଁରିଆ ମନ୍ଦିର ଠାରୁ ଏକ ବିଶାଳ…
Read More...

କୋଡିଙ୍ଗାଠାରେ ସାଇବର ସୁରକ୍ଷା ଅଭିଯାନ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ରାଜ୍ୟ ସରକାରଙ୍କ ଉଦ୍ୟମରେ ପୋଲିସ ବିଭାଗ ଓ ଷ୍ଟେଟବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ଯାଏଁ ଚାଲିଥିବା ସାଇବର ସୁରକ୍ଷା ଅଭିଯାନ ୨୦୨୩ର ଏକ ସ୍ୱତନ୍ତ୍ର ରଥ ଆଜି ଦିନ ୧୦ଟା ସମୟରେ ବ୍ଲକର କୋଡିଙ୍ଗାଠାରେ ପହଞ୍ଚିଥିଲା ।…
Read More...

କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବି.ଏମ୍‌ ସେମଲାଠାରେ ଅନୁଷ୍ଠିତ

କୋଷାଗୁମଡା, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ବ୍ଲକ୍ ବି.ଏମ୍. ସେମଲା ପଞ୍ଚାୟତ ଉନ୍ନୀତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଜି କ୍ଲଷ୍ଟରସ୍ତରୀୟ ସୁରଭି ମହୋତ୍ସବ ପାଳିତ ହୋଇଯାଇଛି । କ୍ଲଷ୍ଟରର ୧୦ଟି ସ୍କୁଲର ୧୨୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସିଆର୍‌ସିସି ଦିଲ୍ଲୀପ…
Read More...

ଦେଶୀଆ ଭାଷାରେ ଚନ୍ଦ୍ରୟାନ-୩ର ଗୀତ

କୋଷାଗୁମୁଡା, (ଜଗନ୍ନାଥ ବିଷୋୟୀ) : କୋରାପୁଟିଆ ଦେଶୀଆ ଭାଷାରେ ଆଲବମ୍ ଗୀତ କରି ଚର୍ଚ୍ଚାରେ ରୁହନ୍ତି ନବରଙ୍ଗପୁରର ଯୁବକ ବିଶ୍ଵନାଥ । ଏବେ ତାଙ୍କ ଦ୍ଵାରା ନିର୍ମିତ ଦେଶୀଆ ଭାଷାର ଚନ୍ଦ୍ରୟାନ-୩ ଗୀତକୁ ନେଇ ଚର୍ଚ୍ଚା । ମିଶନ ଚନ୍ଦ୍ରୟାନ-୩ର ସଫଳତା ପରେ ଏବେ ତାଙ୍କ ଦ୍ୱାରା ନିର୍ମିତ…
Read More...

ତିନି ଦଫା ଦାବୀ ପୂରଣ ନହେଲେ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ତିନି ଦଫା ଦାବୀ ପୂରଣ ନହେଲେ ବ୍ଲକର ଶିକ୍ଷକମାନେ ସମୂହ ଛୁଟିରେ ଯିବେ । ଆସନ୍ତା ୧୬ରୁ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେସେନ୍ ଡାକରାରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ…
Read More...

କୋଷାଗୁମୁଡା ବ୍ଲକରେ ନାଗ ଚତୁର୍ଥୀ ପାଳନ

କୋଷାଗୁମୁଡା : ପରମ୍ପରା ଓ ଧାର୍ମିକ ଭାବନା ଅନୁଯାୟୀ କୋଷାଗୁମୁଡା ବ୍ଲକରେ ନାଗ ଚତୁର୍ଥୀ ପାଳନ କରାଯାଇଛି । କୋଷାଗୁମୁଡା ଓ କୋଡ଼ିଙ୍ଗା ଆଖପାଖରେ ଥିବା ଜଙ୍ଗଲ ପରିସରରେ ରହିଥିବା ବିଭିନ୍ନ ଉଇହୁଙ୍କାଠାରେ ମହିଳାମାନେ ପହଞ୍ଚି ନାଗ ଓ ନାଗୁଣୀଙ୍କ ପୂଜାର୍ଚ୍ଚନା ଉଦ୍ଦେଶ୍ୟରେ ଉକ୍ତ…
Read More...

କୋଷାଗୁମୁଡ଼ା ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ଖାମଖିଆଲି ଯୋଗୁଁ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଅଭିଯୋଗ

କୋଷାଗୁମୁଡ଼ା, (ଜଗନ୍ନାଥ ବିଶୋଇ) : ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକର ଗ୍ରାମାଞ୍ଚଳରେ ଦୀର୍ଘ ୧ମାସ ହେବ ବିଦ୍ୟୁତ ସପ୍ଲାଇ ଠିକ୍ ଭାବେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ବିଭାଗର ଲୁଚକାଳୀ ଖେଳ ଯୋଗୁଁ ଗ୍ରାମାଞ୍ଚଳରେ ଥିବା ଗ୍ରାମ ଗୁଡିକରେ ପ୍ରତ୍ୟେକ ଦିନ ରାତ୍ରିରେ…
Read More...