ଦ୍ୱିତୀୟ ଦିନରେ ଜମିଛି ରଜ
ଖୋର୍ଦ୍ଧା : ଦ୍ୱିତୀୟ ଦିନରେ ଜମିଛି ରଜ । କାଲି ଥିଲା ପହିଲି ରଜ । ଆଜି ରଜ ସଂକ୍ରାନ୍ତି ଅବସରରେ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଏହିକ୍ରମରେ ଖୋର୍ଦ୍ଧା ସଦର ବ୍ଲକ ଅଣ୍ଡାଗ୍ରାମରେ ଶ୍ରୀ ଶାଳେଶ୍ୱର ରଜ ମହୋତ୍ସବ ୨୦୨୩ ପାଳନ ହୋଇଯାଇଛି । ୩୫ରୁ ଅଧିକ ଦୋଳି ସାଙ୍ଗକୁ ବିଭିନ୍ନ!-->…
Read More...
Read More...