Browsing Tag

khaprakhol news

ମନରେଗା ଯୋଜନାରେ ଚଞ୍ଚକତା କରି ଟଙ୍କା ଆତ୍ମସାତ ଘଟଣା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ କଦଳୀଝରଣ ଗାଁରେ ମନରେଗା ଯୋଜନାରେ ହୋଇଥିବା ଭାଲୁପତରା ଟ୍ୟାଙ୍କ ଖନନ କାର୍ଯ୍ୟରେ ଶ୍ରମିକଙ୍କ ଟଙ୍କା ହଡପ କରିଥିବା ଘଟଣାର ତଦନ୍ତ ପାଇଁ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ଖପ୍ରାଖୋଲ ବ୍ଲକରେ ପୁଣି ମନରେଗା ଟଙ୍କା ଆତ୍ମସାତ ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଅଭିଯୋଗ ମନରେଗା ଯୋଜନାରେ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ମଙ୍ଗଳବାର ଲୁହାସିଂହା ପଞ୍ଚାୟତର
Read More...

ନକଲି ସୁନା କଇଁଛ ଦେଇ ୫ ଲକ୍ଷ ଠକେଇ, ଖପ୍ରାଖୋଲ ଥାନାରେ ମାମଲା ଋଜୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ପୁଣି ଗୋଟିଏ କେସ ଋଜୁ ହୋଇଛି ଏକ ବଡ଼ ଧରଣର ଠକେଇ । ତୁରକେଲା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଟଙ୍କା ଲାଳଚରେ ଖପ୍ରାଖୋଲ ଥାନା ମହରାପଦର ଆସି ୫ ଲକ୍ଷ ଟଙ୍କା ଠକେଇରେ ପଡିଛନ୍ତି । ସୂଚନା ଅନୁଯାୟୀ ତୁରେକେଲା
Read More...

ବେଆଇନ ମଦ ବିକ୍ରିରେ ୫ ଜଣ ଗିରଫ, ୨ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଞ୍ଚଳରେ ସୋମବାର ବେଆଇନ ଦେଶୀ ବିଦେଶୀ ମଦ ବିକ୍ରୟ କରୁଥିବା ଅଭିଯୋଗରେ ଲାଠୋର ପୋଲିସ ଦେଶୀ ଓ ବିଦେଶୀ ମଦ ୬୭. ୫୨୦ ଲିଟର ମଦ ଜବତ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣଙ୍କୁ ନୋଟିସ ଦେଇ ଛାଡିଦେଇଥିବା ପୋଲିସ
Read More...

ଭାଙ୍ଗିଲା ଗଛ, ଅଳ୍ପକେ ବର୍ତ୍ତିଲେ ବିଡ଼ିଓ ଓ ବ୍ଲକ କର୍ମଚାରୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସାମ୍ନାରେ ଥିବା ଏକ ପୁରୁଣା ଗଛ ଆକସ୍ମିକ ଭାବରେ ଭାଙ୍ଗି ପଡ଼ିବାରୁ ସୋମବାର ଅପରାହ୍ନରେ ଖପ୍ରାଖୋଲ ବିଡ଼ିଓ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ନିଜ ସରକାରୀ
Read More...

ଗନ୍ଧମାର୍ଦ୍ଦନ ପାହାଡରେ ବାଦଲ ଫଟା ବର୍ଷା, ତିନିଘଣ୍ଟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହରିଶଙ୍କର ଝରଣାରେ ହଠାତ୍ ଅପ୍ରତ୍ୟାସିତ ଭାବରେ ଝରଣା ପାଣି ବୃଦ୍ଧି ପାଇଥିଲା । ପାଣି ବୃଦ୍ଧି ଯୋଗୁଁ ଝରଣାର ଶବ୍ଦ ମଧ୍ୟ ଯୋର୍‌ରେ ହୋଇଥିଲା । କିଛି
Read More...

ଲାଠୋର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନାର ନୂତନ ଥାନା ଅଧିକାରୀ ଭାବରେ ରମାକାନ୍ତ ସାହୁ ଆଜି ଯୋଗଦାନ କରିଛନ୍ତି । ଶ୍ରୀ ସାହୁ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାରେ ଥାନା ଅଧିକାରୀ ଭାବରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂର୍ବରୁ ସେ
Read More...

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ସହ ଘର ଭଙ୍ଗାରୁଜା କଲା ଦୁର୍ବୃତ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପୂର୍ବ ଶତ୍ରୁତାରୁ ରାଗ ରଖି ନିଶାଶକ୍ତ ଅବସ୍ଥାରେ ଗାଁ ମନ୍ଦିରରେ ପୂଜା କରୁଥିବା ପୂଜକଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଘର ଭଙ୍ଗାରୁଜା କଲା ସ୍ଥାନୀୟ ଜଣେ ଯୁବକ । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ଥାନା ଦର୍ଲିପାଲି
Read More...

ବିଷ ପିଇ ଆତ୍ମହତ୍ୟା କଲେ ମହିଳା : ହତ୍ୟା ନାଁ ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ମହିଳା ଜଣକ ସୁରେଖା ଭୋଇ (୪୫) ବୋଲି ଜଣାପଡିଛି । ବେଲପଡା ଥାନା ଅନ୍ତର୍ଗତ
Read More...

ଖପ୍ରାଖୋଲ ଅଞ୍ଚଳରେ ଧୁମଧାମରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ସାରା ଭାରତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏନେଇ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଠାରେ ବଡ଼ ଆଡମ୍ବର ଏବଂ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳିତ ହେଉଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶ ଇଂରେଜ ମାନଙ୍କ କବଳରୁ
Read More...