ରକ୍ତ ଦେଇ ଜୀବନ ବଞ୍ଚାଇଲେ ରକ୍ତଦାତା
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ରକ୍ତର ଘୋର ଅଭାବ ଦେଖାଦେଇଛି । ପ୍ରତିଦିନ କଣ୍ଟାବାଞ୍ଜି ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରକ୍ତର ମଧ୍ୟ ଆବଶ୍ୟକତା ବଢ଼ିବାରେ ଲାଗିଛି । ଆଜି ପାଞ୍ଚ ଜଣ ରୋଗୀଙ୍କୁ!-->…
Read More...
Read More...