ବସୁଧା ଯୋଜନା ଫେଲ : କୂଅ ପାଣି ହିଁ ଭରସା, ସମସ୍ୟା ଘେରରେ ଅଞ୍ଚଳବାସୀ : ସରକାରଙ୍କ ଦୃଷ୍ଟି ପଡ଼ୁ
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମ୍ବିରିଗୁଡା ପଞ୍ଚାୟତ ଉଜୁମୁଷ୍ପା ଗାଁରେ ରହି ଆସୁଛନ୍ତି ୫୦ରୁ ଅଧିକ ପରିବାର । କିନ୍ତୁ ଫେଲ୍ ମାରିଛି, ସରକାରଙ୍କ ବସୁଧା ଯୋଜନା, ଟ୍ୟାପ ଅଛି ପାଣି ମୁନ୍ଦାଏ ମିଳୁନି ପିଇବାକୁ, " ଜଳ ହିଁ ଜୀବନ ଜଳ!-->…
Read More...
Read More...