Browsing Tag

kanatabanji news

ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

କଣ୍ଟାବାଞ୍ଜି, (ଯୁଗଲ କିଶୋର ଶବର) : "ଜନ ସେବା ହିଁ ସର୍ବୋଚ୍ଚ ସେବା" ବାର୍ତ୍ତାକୁ ଆଗରେ ରଖି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ପୂର୍ବତନ କମାଣ୍ଡୋ ଗିରିରାଜ ସିଂ ମାଝୀଙ୍କ ଜନ୍ମଦିନ ଅବସରରେ ବୁଧବାର କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ
Read More...

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ସପ୍ତାହ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସାକ୍ଷରତା ସପ୍ତାହ ପାଳିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ
Read More...

ପିକ୍‌ଅପ୍ ଭ୍ୟାନ ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଲର୍କି ଗ୍ରାମର ବୁଲାଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାହାଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ହେଉଛି ରାଜକୁମାର ରାୟ ଏବଂ ଡିଲେସ୍ ରାୟ । ଦୁଇଜଣ ସମ୍ପର୍କୀୟ ଭାଇ ।
Read More...

ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ଓ ଗାଁ ଲୋକ ମୁହାମୁହିଁ

ଭିଡ଼ିଓ ଭାଇରାଲ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ପୋଲିସ ହଟ୍ଟହଟା । ପୋଲିସ ସହ ଧସ୍ତାଧସ୍ତି ସହ ମାରପିଟ୍ କଲେ ଗାଁର କିଛି ଲୋକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ । ଗାଁର ପ୍ରେମୀ ଯୁଗଳ
Read More...

ବଲାଙ୍ଗିର ଜିଲ୍ଲାରେ ରହେନଭାଟା ଏବଂ ମୁରିବାହଲ ମଧ୍ୟରେ ମାଲବାହୀ ଟ୍ରେନ୍ ୱାଗନ୍ ସଂଯୋଗ ଖୋଲିଲା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଦେଇ ଛତିଶଗଡ଼ ଯାଉଥିବା ଏକ ମାଲବାହୀ ଟ୍ରେନର ଦୁଇଟି ୱାଗନର ସଂଯୋଗ ରହେନଭାଟା ଏବଂ ମୁରିବାହଲ ମଧ୍ୟରେ ଖୋଲିଯାଇଥିଲା । ରେଳ କର୍ତ୍ତୃପକ୍ଷ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଘଟଣା ବିଷୟରେ ସୂଚନା
Read More...

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗ୍ରାମରୁ ଜଣେ ୨୦ ବର୍ଷୀୟା ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପୂର୍ଣ୍ଣମୀ ମାଝୀ ବୋଲି ଜଣାପଡ଼ିଛି । ପୂର୍ଣ୍ଣମୀ ୧୬ ଏପ୍ରିଲ ୨୦୨୫ରେ ଖୁଟୁଲୁମୁଣ୍ଡା ଗ୍ରାମର
Read More...

କ୍ୱାକ୍‌ଙ୍କ ଭୁଲ ଇଞ୍ଜେକ୍‌ସନ୍ ନେଲା ଜୀବନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କ୍ୱାକ୍‌ଙ୍କ ଭୁଲ୍ ଇଂଜେକ୍‌ସନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଭଗବାନୀ ପୁଟା (୩୭) । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୮ଟାରେ ମହୁଲପାଟି ଗାଁର ଡିଙ୍ଗର ପୁଟା ତାଙ୍କ ସ୍ତ୍ରୀ ଭଗବାନୀଙ୍କୁ ତୁରେକେଲା
Read More...

ସାଇବର କ୍ରାଇମକୁ ନେଇ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ପକ୍ଷରୁ ସ୍ଥାନୀୟ ହରିଭବନଠାରେ ସାଇବର ଅପରାଧକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି , ସମ୍ମାନିତ ଅତିଥି
Read More...

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଗଞ୍ଜେଇ ଜବତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଅବକାରୀ କର୍ମଚାରୀ, ଆର୍‌ପିଏଫ୍‌ କର୍ମଚାରୀଙ୍କ ସହଯୋଗରେ କଣ୍ଟାବାଞ୍ଜି ରେଳ ଷ୍ଟେସନର ପ୍ଲାଟଫର୍ମ ନଂ ୧ରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । ଅଭିଯୁକ୍ତ ବୌଦ୍ଧ ଜିଲ୍ଲାର ନୂଆପାଲି ଗ୍ରାମର ୨୧ ବର୍ଷୀୟ ଯୁବକ ଶଙ୍କର ବିଶି, ତାଙ୍କୁ
Read More...

ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ମହାନ ସଂଗ୍ରାହକ ତଥା ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକଙ୍କ ୧୧୮ତମ ଜନ୍ମ ଜୟନ୍ତୀ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଓଡ଼ିଶାରେ ପାଠାଗାର ଆନ୍ଦୋଳନର
Read More...