କେନାଲରେ ଭାସି ଯିବାର ୩୩ ଘଣ୍ଟା ପରେମଧ୍ୟ ନିଖୋଜ ବୃଦ୍ଧଙ୍କ ସନ୍ଧାନ ନାହିଁ
ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ବୁଡି ଯାଇଥିବା ପ୍ରତାପପୁର ଗ୍ରାମର ୬୫ ବର୍ଷୀୟ ଲଛମନ ରାଉତଙ୍କ ଇତି ମଧ୍ୟରେ ୩୩ ଘଣ୍ଟା ବିତିଯାଇ ଥିଲେ ମଧ୍ୟ ସନ୍ଧାନ ମିଳିପାରି ନଥିବା ଦୁର୍ଭାଗ୍ୟଜନକ ବୋଲି ଆଲୋଚନା ହେଉଛି । ଗତ ଗୁରୁବାର!-->…
Read More...
Read More...