ତୀର୍ଥରାଜ ଦଳପତି ପାଇଲେ ଲୋକକଳା ନୃତ୍ୟ ବରପୁତ୍ର ସମ୍ମାନ
ଜୟପାଟଣା, (ଶେଷଦେବ ବେହେରା) : ରାଜ୍ୟ କଳାକାର ମହାସଂଘ ସୋର, ବାଲେଶ୍ଵର ଠାରେ ଗତ ତା ୪.୪.୨୦୨୫ରିଖ ଦିନ ଆୟୋଜିତ କଳାକାର ମହାସଂଘର ମହାଧିବେସନରେ ଜୟପାଟଣାର ବିଶିଷ୍ଟ ଘୁମୁରା ଗୁରୁ ତୀର୍ଥରାଜ ଦଳପତି ଲୋକକଳା ନୃତ୍ୟ ବରପୁତ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏନେଇ କଳାହାଣ୍ଡିର ସମସ୍ତ!-->…
Read More...
Read More...