Browsing Tag

ganjam news

ଷାଠିଏ ହଜାର ଟଙ୍କା ଓ ଚାରି ବାଇକ ସମେତ ଜୁଆ ଆଡ୍ଡାରୁ ୬ ଯୁଆଡି ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜୁଆ ଆଡ୍ଡା ଚାଲିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରମ୍ଭା ଥାନା ଅନ୍ତର୍ଗତ ପାନ୍ଥନିବାସ ସ୍ଥିତ ଜେଟି ଘର ପାଖରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସୋମବାର ରମ୍ଭା ପୋଲିସ…
Read More...

ୟୁଥ୍ ଫର୍ ଭିଲେଜ ପକ୍ଷରୁ ଉପେନ୍ଦ୍ର ସ୍ମାରକୀ ରକ୍ତଦାନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାସି ପଞ୍ଚାୟତ ଛୋଟାବସା ନିକଟସ୍ଥ ନୀଳକଣ୍ଠେଶ୍ୱର୍ ଶିକ୍ଷା କେନ୍ଦ୍ର ପରିସରରେ ସଦସ୍ୟ ସ୍ବର୍ଗତ ଉପେନ୍ଦ୍ର କୁମାର ରେଡ୍ଡୀଙ୍କ ସ୍ମୃତିରେ ଉପେନ୍ଦ୍ର…
Read More...

ସନ୍ତୋଷପୁର ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗରିବ ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଣିଛନ୍ତି ରାଜ୍ୟ ସରକାର । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ଏକ ଉତ୍ସବରେ ଯୋଗ ଦେଇ…
Read More...

ଅଲିଭ ରିଡ଼ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ୱ ମାନଚିତ୍ରରେ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା…
Read More...

ଅନ୍ତ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପାଇଁ ଛାତ୍ରୀ ସମୀକ୍ଷା ଦାସଙ୍କ ଗୌହାଟୀ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଛାତ୍ରୀ ସମୀକ୍ଷା ଦାସ ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସାମ ପ୍ରଦେଶର ଗୌହାଟୀ ଯାତ୍ରା କରିଛନ୍ତି । ସେ ଯୁକ୍ତ ତିନି କଳା ଦ୍ୱିତୀୟବର୍ଷ (ଇଂରାଜୀ ସମ୍ମାନ)ଛାତ୍ରୀ । ଗତ ୮ ତାରିଖ ଓ ୯…
Read More...

ସଡକ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ସନ୍ତୋଷୀ ମା' ମନ୍ଦିର ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ନେବାରେ ଜଣାପଡିଛି ଏପି୨୭ୟୁ୭୬୩୯ ନମ୍ବର ବିଶିଷ୍ଟ ରୋଡ଼ ରିପାୟରିଂ ପାଇଁ ଏକ ଟ୍ରକ…
Read More...

ଗାଁ ମଝିରେ କମ୍ୟୁନିଟି ହଲ ନିର୍ମାଣ ନେଇ ବଢୁଛି ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପୋଡ଼ାଗଡ଼ ଗ୍ରାମର ମଧ୍ୟଭାଗରେ କମ୍ୟୁନିଟି ହଲ ନିର୍ମାଣ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗ୍ରାମର ମୁଖ୍ୟରାସ୍ତାରେ ପିଲର ଉଠାଇବା ପାଇଁ ଗର୍ତ୍ତ ଖୋଳିବା ଆରମ୍ଭ ହେବା ପରେ ଗ୍ରାମରେ ଏକ…
Read More...

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ବେଳେ ସମୁଦ୍ରକୂଳ ଡ଼ଙ୍ଗାରୁ ବିପୁଳ ପରିମାଣର ନକଲି ଦେଶୀ ମଦ ଜବତ

ଦୁଇ ଅଟକ, ମାଷ୍ଟର ମାଇଣ୍ଡ ସନ୍ଧାନରେ ପୋଲିସ ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସମୁଦ୍ରପଥ ଦେଇ ଡଙ୍ଗା ଦ୍ୱାରା ଦେଶୀ ମଦ ପିପୁଳ ପରିମାଣର ଚାଲାଣ ହେଉଥିବା ଲକ୍ଷ କରାଯାଉଛି । ସୂଚନା ଅନୁସାରେ ସୋମବାର…
Read More...

ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ ବିପିନ ସାମନ୍ତଙ୍କ ଦ୍ଵାଦଶ ଦିବାସରରେ ସ୍ମୃତିଚାରଣ ସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ବିଶିଷ୍ଟ ନାଟ୍ୟକାର, ନିର୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ ବିପିନ ସାମନ୍ତଙ୍କ ଦ୍ଵାଦଶ ଦିବସ ଉପଲକ୍ଷେ ନିଜର ବାସଭବନଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ପ୍ରାରମ୍ଭରେ…
Read More...

ଡିଆଁଡେଇଁ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ସଟେଜ ନେଇ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମ ସ୍ଥିତ ଉଚ୍ଚବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ସଟେଜ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି ।…
Read More...