ଜୋନାଲସ୍ତରୀୟ କବାଡି, ଖୋଖୋ ଓ ଭଲିବଲ ପ୍ରତିଯୋଗିତା
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଇସିଏସ୍ସି ଜୋନାଲ ସ୍ତରୀୟ କବାଡି, ଖୋଖୋ ଓ ଭଲିବଲ ପ୍ରତିଯୋଗିତା-୨୦୨୨ ସ୍ଥାନୀୟ ଜୟଶ୍ରୀ କେମିକାଲସ ଇଂଲିଶ ମିଡିୟମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗ୍ରାସୀମ ଇଣ୍ଡଷ୍ଟ୍ରିଜର ୟୁନିଟ ହେଡ ଦିଗବିଜୟ ପାଣ୍ଡେ ଉଦ୍ଘାଟନ କରିଥିଲେ ।!-->…
Read More...
Read More...