Browsing Tag

delanga news

ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ୨୦୨୩ ଅବସରରେ ବିଶ୍ଵସ୍ତରୀୟ ସମ୍ମିଳନୀ ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ବିଶ୍ଵସ୍ତରୀୟ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ
Read More...

ହସ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ହସ ଦିବସ' ପ୍ରତିବର୍ଷ ମାର୍ଚ୍ଚ ୧୯ରେ ପାଳନ କରାଯାଏ । ଏହା ଏକ ଅନୌପଚାରିକ ପାଳନ ଦିବସ ଯାହା ଲୋକଙ୍କୁ ହସିବାକୁ ଏବଂ ହସର ଲାଭ ଉପଭୋଗ କରିବାକୁ ଉତ୍ସାହିତ କରେ । ଡାକ୍ତରୀ ଅଧ୍ୟୟନରୁ ଜଣାପଡେ ଯେ, କିଛି ମିନିଟର ହସ ରକ୍ତଚାପକୁ ହ୍ରାସ କରିପାରେ,
Read More...

ବିଶ୍ୱ ପୁନଃ ଚକ୍ରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଗ୍ଲୋବାଲ୍ ରିସାଇକ୍ଲିଂ ଡେ' ବା ବିଶ୍ଵ ପୁନଃ ଚକ୍ରଣ ଦିବସ' ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା ଯେ କୌଣସି ବର୍ଜ୍ୟବସ୍ତୁର ପୁନଃ ବ୍ୟବହାରର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବର୍ଜ୍ୟବସ୍ତୁ ହ୍ରାସ ତଥା ପରିବେଶର ସୁରକ୍ଷା ପାଇଁ
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦ୍‌ଯାପିତ ହୋଇଯାଇଛି । ୧୨ ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ
Read More...

ଆଧ୍ୟାତ୍ମିକ କବିତା ଆସର

ଡେଲାଙ୍ଗ/ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁରର ପ୍ରସିଦ୍ଧ ସୋମନାଥଙ୍କର ମେଲଣ ପଡିଆର ସୂଚନା କେନ୍ଦ୍ର ମଂଚରେ ଅନୁଷ୍ଠିତ ହୋଇଯାଇଛି ମନୋରମ ଆଧ୍ୟାତ୍ମିକ କବିତା ଆସର । ନିମାଇଁ ସାହିତ୍ୟ ସଂସଦର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଆବାହନରେ ବିଭିନ୍ନ ଜାଗାରୁ ଅନେକ କବି ଲେଖକ
Read More...

ହରିରାଜପୁର ପଞ୍ଚୁଦୋଳ ମେଲଣ ମହୋତ୍ସବ ମଞ୍ଚରେ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ମେଲଣ ପଡିଆର ମହୋତ୍ସବ ମଂଚରେ ନିମାଇଁ ସାହିତ୍ୟ ସଂସଦ ତରଫରୁ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବ ସହ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ମେଳଣ ପରିଚାଳନା କମିଟିର ସଂଯୋଜକ ତଥା ସମାଜସେବୀ ପ୍ରସନ୍ନ କୁମାର ମହାରଥୀ ଆନୁଷ୍ଠାନିକ
Read More...

ଜାତୀୟ ପୁଷ୍ପ ଉଦ୍ଭିଦ ରୋପଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ପୁଷ୍ପ ଉଦ୍ଭିଦ ରୋପଣ ଦିବସ ପ୍ରତିବର୍ଷ ୧୨ ମାର୍ଚ୍ଚରେ ପାଳନ କରାଯାଏ । ପୃଥିବୀରେ ଫୁଲ ଅପେକ୍ଷା ଅଧିକ ସୁନ୍ଦର ବା ଆକର୍ଷଣୀୟ ଆଉ କ'ଣ ହୋଇପାରେ । ଦୁନିଆରେ ଚାରି ଲକ୍ଷରୁ ଅଧିକ ପ୍ରଜାତିର ଫୁଲ ଗଛ ରହିଥିବା କୁହାଯାଏ । ପ୍ରକୃତି, ସଂସ୍କୃତି,
Read More...

ଆସନ୍ତା ମାର୍ଚ୍ଚ ୨୬ରେ ଗାନ୍ଧୀ ସେବାସଙ୍ଘ ସ୍ମାରକୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠ ଠାରେ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଗାନ୍ଧୀ ସ୍ମାରକୀ ସମିତି, ବେରବୋଇ ପକ୍ଷରୁ ଗାନ୍ଧୀ ସେବାସଙ୍ଘ ସ୍ମାରକୀ ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହେବ । ପ୍ରକାଶ ଥାଉକି, ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ତାରିଖ
Read More...

ଡେଲାଙ୍ଗରେ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟାତ୍ମିକ ଚେତନାରେ ପର୍ଯ୍ୟବେଶିତ ଏହି ଗଣପର୍ବ ହୋଲି ଓ ଦୋଳ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କ ଦୋଳ ଶୋଭାଯାତ୍ରା
Read More...

ଡେଲାଙ୍ଗରେ ୧୧୮୬ ଜଣ ହେଲେ ମାଟ୍ରିକ ପରୀକ୍ଷା, ୩୫ ଅନୁପସ୍ଥିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମାଧ୍ୟମିକ ଶିକ୍ଷା ପକ୍ଷରୁ ଆଜି ସାରା ଓଡ଼ିଶାରେ ମାଟ୍ରିକ ସମ୍ମେଟିଭ୍ ଆସେସ୍‌ମେଣ୍ଟ -୨ ପରୀକ୍ଷା ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ମୋଟ ଆଠଟି କେନ୍ଦ୍ର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ୍ ବଜାର୍, ସରକାରୀ ଉଚ୍ଚ
Read More...