Browsing Tag

delanga news

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ବାର୍ଷିକ ମହାମହୋତ୍ସବ ପାଳନ ସହିତ ଡେଲାଙ୍ଗ ବ୍ଲକସ୍ତରୀୟ ବାର୍ଷିକ ସତସଙ୍ଗ କାର୍ଯ୍ୟକ୍ରମ ରବିବାର ଡେଲାଙ୍ଗ ଜଳସେଚନ କାର୍ଯ୍ୟାଳୟ, ସମ୍ମାନା ପଡିଆରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗଡମୋଟରୀ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ତତ୍ୱାବଧାନରେ ସଂସଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
Read More...

ଘୋରଡିଆ ରାଧାକାନ୍ତ ଦେବ ମଠରେ ୬୪ ପ୍ରକାର ବ୍ୟଜଂନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ୟଜଂନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେଦାଦେବୀ ମଠ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଜଂନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୃଷ୍ଟିକର ବ୍ୟଜଂନ
Read More...

ଡେଲାଙ୍ଗରେ ଜିଲ୍ଲାସ୍ତରୀୟ ଶିଶୁ ମେଳା ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଠା) ତରଫରୁ ୪୦ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ଡେଲାଙ୍ଗଠାରେ ଗତ ତା ୨୧, ୨୨ରିଖ ଦୁଇଦିନ ଧରି ବିଭିନ୍ନ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ
Read More...

ଜାତୀୟ କୃଷକ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୨୩ ଜାତୀୟ କୃଷକ ଦିବସ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୩ ଡିସେମ୍ବରରେ 'ଜାତୀୟ କୃଷକ ଦିବସ' ପାଳନ କରାଯାଏ । ସେ କୃଷକ ସପକ୍ଷରେ ବିଭିନ୍ନ ନୀତି ପ୍ରଣୟନ କରି ଦେଶର
Read More...

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ 'ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା' ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଡକ୍ଟର ଶରତ ଚନ୍ଦ୍ର
Read More...

କବିତା ପାଠୋତ୍ସବ ଓ ଅଶୁଭ ନିଶାଚର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପାହାଡ଼ ଶୀର୍ଷକ ବିଶ୍ୱନାଥ ପାଦଦେଶରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରିୟପତ୍ରର ସମ୍ପାଦକ ବିପିନି ବିହାରୀ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ
Read More...

ଆନ୍ତର୍ଜାତୀୟ ଏକତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ଏକତା ଦିବସ । ମିଳିତ ଜାତିସଂଘ (ଜାତିସଂଘ) ଆନ୍ତର୍ଜାତୀୟ ମାନବ ସୌହାର୍ଦ୍ଦ୍ୟ ଦିବସ ପ୍ରତିବର୍ଷ ଡିସେମ୍ବର ୨୦ ରେ ବିବିଧତା ମଧ୍ୟରେ ଏକତା ପାଳନ କରାଯାଏ । ଏହା ମଧ୍ୟ ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରିବାରେ ଏକତାର ମହତ୍ତ୍ୱ
Read More...

ଆନ୍ତର୍ଜାତୀୟ ସ୍ଥାନାନ୍ତର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ସ୍ତାନାନ୍ତର ବା ଦେଶାନ୍ତର ଗମନଶୀଳ ବ୍ୟକ୍ତି ଦିବସ । ସାମ୍ପ୍ରତିକ ବର୍ଷଗୁଡିକରେ, ବିବାଦ, ଅସୁରକ୍ଷିତତା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଶ ବା ସୀମା ପାର୍ଶ୍ୱରେ ଥିବା ଲୋକମାନଙ୍କର ବାଧ୍ୟତାମୂଳକ ଆନ୍ଦୋଳନରେ ବହୁ ଅବଦାନ ରହିଛି
Read More...

ଗାଦିବ୍ରହ୍ମ ଡିଗ୍ରୀ କଲେଜ ପକ୍ଷରୁ ପଲିଥିନ ମୁକ୍ତ, ପରିମଳ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଗୁରୁବାର, ଶୁକ୍ରବାର ଦିବସରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ଶନିବାର ଦିବସରେ ପଲିଥିନ ମୁକ୍ତ
Read More...