Browsing Tag

delanga news

ଆଜି ବିବାହ ପଞ୍ଚାମୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୭ ବିବାହ ପଞ୍ଚାମୀ । ହିନ୍ଦୁ ଧର୍ମରେ “ବିବାହ ପଞ୍ଚାମୀ”ର ଏକ ମହତ୍ୱ ରହିଛି । ଏହି ଦିନଟି ରାମାୟଣର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ବିବେଚନା କରାଯାଏ । ଏହି ଦିନ ଭଗବାନ ରାମ ଭଗବାନ ଶିବଙ୍କ ଧନୁ ଭାଙ୍ଗି ଦେବୀ ସୀତାଙ୍କୁ ବିବାହ
Read More...

ରବି ଦାସଙ୍କ ସ୍ମୃତିରେ ରକ୍ତଦାନ ଶିବିର ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ସାଉରିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ରବିଦାସଙ୍କ ଏକାଦଶାହ ଦିବସରେ ଗୁରୁବାର ପୂର୍ବାହ୍ନରେ ତାଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଦିବଙ୍ଗତ ଶ୍ରୀ ଦାସଙ୍କ ବାସଭବନ ସନ୍ନିକଟ ଘୋରାଡ଼ିଆ
Read More...

ଭାରତୀୟ ବିଜୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୬ ଭାରତର ବିଜୟ ଦିବସ । ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତୀୟ ସେନାର ବିଜୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୬ ଡିସେମ୍ବରରେ ପାଳନ କରାଯାଏ । ୧୯୭୧ ମସିହାରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ସଂଘର୍ଷରେ ନିଜ ଜୀବନକୁ ବଳି ଦେଇଥିବା
Read More...

କଲ୍ୟାଣପୁର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ
Read More...

ଜାତୀୟ ଘୋଡା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୩, ୨୦୨୩ ଜାତୀୟ ଘୋଡା ଦିବସ । ସହସ୍ର ବର୍ଷ ଧରି ଘୋଡାଙ୍କ ମାନବ ଉପରେ ପଡିଥିବା ଗଭୀର ପ୍ରଭାବର ଏକ ଉତ୍ସବ "ଜାତୀୟ ଘୋଡା ଦିବସ" । ମାନବ ସମାଜ ଉପରେ ଘୋଡାଙ୍କର ଆର୍ଥିକ, ସାଂସ୍କୃତିକ ଏବଂ ଐତିହାସିକ ପ୍ରଭାବର ସ୍ୱୀକୃତି ସ୍ୱରୂପ ଘୋଡା
Read More...

ଆନ୍ତର୍ଜାତୀୟ ପର୍ବତ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୧ ଆନ୍ତର୍ଜାତୀୟ ପର୍ବତ ଦିବସ । ମଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ପ୍ରତିଷ୍ଠିତ 'ଆନ୍ତର୍ଜାତୀୟ ପର୍ବତ ଦିବସ' ହେଉଛି ଏକ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ । ଆମ ଜୀବନରେ ପର୍ବତଗୁଡିକର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପର୍ବତର
Read More...

ଡେଲାଙ୍ଗ- କଲ୍ୟାଣପୁର ରାସ୍ତା ମରାମତି ନେଇ ସାଶକ ଦଳ ପକ୍ଷରୁ ଗଣଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀର୍ଘ ଦିନ ହେଲା ଡେଲାଙ୍ଗରୁ କଲ୍ୟାଣପୁର ୬ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ପଡିଛି । ଏହି ରାସ୍ତା ଦେଇ ସହସ୍ର ସଂଖ୍ୟାରେ ଭାରି ଯାନ, ମୋଟର ଗାଡ଼ି, ଜନସାଧାରଣ, ରୋଗୀ, ସରକାରୀ କର୍ମଚାରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଜନପ୍ରତିନିଧି ଯାଇଥାନ୍ତି ।
Read More...

ମାନବ ଅଧିକାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାନବ ଅଧିକାର ଦିବସ ପ୍ରତିବର୍ଷ ୧୦ ଡିସେମ୍ବରରେ ପାଳନ କରାଯାଏ । ଏହି ଦିନ ୧୯୪୮ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ସାର୍ବଜନୀନ ମାନବ ଅଧିକାରର ଘୋଷଣାନାମା (ୟୁଡ଼ିଏଚ୍‌ଆର୍‌) ଜାରି କରିଥିଲା । ୟୁଡ଼ିଏଚ୍‌ଆର୍‌ ହେଉଛି ଏକ ମାଇଲଖୁଣ୍ଟ ଦଲିଲ
Read More...

ଡେଲାଙ୍ଗରେ ଆମ ସଂକଳ୍ପ ବିକଶିତ ଭାରତ ଯାତ୍ରା ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ, ଆଜି ଶନିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ କୋଠାବାଡ଼ ଗ୍ରାମ ପଂଚାୟତଠାରେ ପହଂଚିବା
Read More...

ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ହେଲା ଶୋକମୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଣିଷର ମୃତ୍ୟୁ ପରେ ଜନସମାଜ ତାଙ୍କ ଗୁଣଗାନ କଲେ ମାନବ ଜନ୍ମ ସାର୍ଥକ ହୋଇଥାଏ । ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଏହା ଜଳଜଳ ହୋଇ ଜଣାପଡୁଥିଲା । ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରତନପୁରଠାରେ ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ
Read More...