Browsing Tag

delanga news

ବିଶ୍ୱ ବରିଷ୍ଠ ନାଗରିକ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୨୧ ଅଗଷ୍ଟରେ 'ବିଶ୍ୱ ବରିଷ୍ଠ ନାଗରିକ ଦିବସ' ପାଳନ କରାଯାଏ । ୧୯୯୧ରେ ପ୍ରଥମ ଥର ପାଇଁ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଦିନଟି ବୟସ୍କଙ୍କ ଉପରେ ପ୍ରଭାବ ପକାଉଥିବା କାରଣ ତଥା ସ୍ୱାସ୍ଥ୍ୟ ପ୍ରତି ଅବନତି ଏବଂ ବୟସ୍କଙ୍କ ଉପରେ
Read More...

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ଡେଲାଙ୍ଗ ରେଡକ୍ରସ୍ ୟୁନିଟ୍‌ର ସ୍ୱଚ୍ଛାସେବୀ ହେମନ୍ତ ବେହେରାଙ୍କୁ ରାଜ୍ୟସ୍ତରୀୟ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ଓ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ, ଓଡିଶା ଦ୍ୱାରା ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ
Read More...

ଡେଲାଙ୍ଗର ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣ ଯାତ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଏହା ୫ଦିନ ଧରି ଚାଲିବ ଏବଂ
Read More...

ବିଶ୍ୱ ମଶା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମ୍ୟାଲେରିଆ ରୋଗ ବ୍ୟାପିବା ପାଇଁ ମଶା କୀଟ ଦାୟୀ, ଏହି ରୋଗ ଯାହା ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥାଏ । ୧୮୯୭ ମସିହାରେ ଯେତେବେଳେ ରୋନାଲଡ୍ ରସ୍ ଆବିଷ୍କାର କଲେ ଯେ, ମ୍ୟାଲେରିଆ ସଂକ୍ରମଣ ମଶାମାନଙ୍କ ଦ୍ଵାରା ହୁଏ, ସେତେବେଳେ ଏହି
Read More...

ଅଜଣା ଭାଇରସ ଦ୍ୱାରା କୁକୁଡ଼ା ସଂକ୍ରମିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଜଣା ଭାଇରସ ସଂକ୍ରମିତ ହେବା ଦ୍ୱାରା ପୁରୀ ଜିଲ୍ଲାରେ କୁକୁଡ଼ା ଚାଷ ସଙ୍କଟରେ । ସହସହ ବ୍ରଏଲର କୁକୁଡ଼ା ଫାର୍ମ ଭିତରେ ମରିଯାଉଥିବାରୁ ବିଚରା କୁକୁଡ଼ାଚାଷୀ ମୁଣ୍ଡରେ ଚଡକ ପଡିଛି । ମଲା କୁକୁଡ଼ାକୁ ବାହାରେ ଫିଙ୍ଗିବାରୁ କୁକୁର ଓ ବିଲୁଆ ବୋହିନେଇ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାମଚନ୍ଦ୍ରପୁରସ୍ଥ ଡେ଼ଲାଙ୍ଗ କୋଠବାଡ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ୟାଙ୍କ ତରଫରୁ ମାନେଜର ସୁବ୍ରତ ଜେନାଙ୍କ ସହ ନିହାରକାନ୍ତ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ପ୍ରବୀଣ ଘଟୁଆରୀ, ବାନାମ୍ବର ପେଣ୍ଠୋଇ,
Read More...

ବିଶ୍ୱ ମହୁମାଛି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ମହୁମାଛି ଦିବସ' ପ୍ରତିବର୍ଷ ଅଗଷ୍ଟ ତୃତୀୟ ଶନିବାରରେ ପାଳନ କରାଯାଏ । ଆମ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ମହୁମାଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରିବେଶବିତ୍ ତଥା ମହୁମାଛି ବିଶେଷଜ୍ଞ ମାନେ ଏହି ଦିବସ ପାଳନ ମାଧ୍ୟମରେ
Read More...

ଅଜୟ ପଲେଇଙ୍କ ଏକାଦଶାହ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପାଲା ବ।ୟକ ତଥା ରାମଲୀଳାର ହନୁମାନ ଅଜୟ କୁମାର ପଲେଇଙ୍କ ଏକା ଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଦିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଡେଲାଙ୍ଗ ବ୍ଲକ୍ର ବର୍ଷୀୟାନ ପାଲା ଗାୟକ ଅଭିମନ୍ୟୁ
Read More...

ଆଦର୍ଶ ଶିକ୍ଷକଙ୍କ ସ୍ମୃତିରେ ସ୍ମୃତି ସଭା ଓ ବୃକ୍ଷରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଣିଷ ମରିଗଲା ପରେ ବି ତାଙ୍କର କୃତି ଓ କୀର୍ତ୍ତି ପାଇଁ ସବୁବେଳେ ଜନମାନସରେ ବଞ୍ଚିଥାନ୍ତି । ସେହିପରି ଜଣେ ମହତ୍ ମଣିଷ ଓ ଆଦର୍ଶ ଗୁରୁ ହେଉଛନ୍ତି ଘନିପୁର ଗ୍ରାମ ପଞ୍ଚାୟତ ଅଧୀନ ଗଡ଼ ବେଗୁନିଆପଡା ଗ୍ରାମର ରବୀନ୍ଦ୍ର ନାଥ ରାଉତରାୟ । ତାଙ୍କର ପ୍ରଥମ
Read More...

ବିଦ୍ୟା ହିଁ ବିଦ୍ୟାର୍ଥୀର ସର୍ବଶ୍ରେଷ୍ଠ ସମ୍ପଦ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟା ହିଁ ବିଦ୍ୟାର୍ଥୀମାନଙ୍କ ସର୍ବଶ୍ରେଷ୍ଠ ସମ୍ପଦ ଏବମ୍ ଏହା ସେମାନଙ୍କୁ ବିବେକୀବନ୍ତ ଓ ବିଚାରବନ୍ତ କରି ଗଢି ତୋଳିବାର ପ୍ରମୁଖ ଆୟୁଧ ଏବଂ ତଦନୁଯାୟୀ ଗୁରୁଜୀ, ଗୁରୁମା, ଅଭିଭାବକବୃନ୍ଦ ସେମାନଙ୍କର ସମ୍ମିଳିତ ଦାୟିତ୍ଵ ଓ କର୍ତ୍ତବ୍ୟ ସୂଚାରୁ
Read More...