Browsing Tag

delanga news

ପତ୍ରପୋଡା ରୋଗାକ୍ରାନ୍ତ ଧାନକ୍ଷେତରେ କୃଷି ବୈଜ୍ଞାନିକଙ୍କ ଅନୁଧ୍ୟାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା କବକ ପତ୍ରପୋଡା ରୋଗାକ୍ରାନ୍ତ ଧାନ କ୍ଷେତରେ ବୁଧବାର ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସୂର୍ଯ୍ୟନାରାୟଣ ମିଶ୍ର,
Read More...

ବ୍ଲକସ୍ତରୀୟ କୃଷକ ସୂଚନା ପରାମର୍ଶ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ଲକ ସ୍ତରୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ରର ପରାମର୍ଶଦାତା ବୈଠକ ଡେଲାଙ୍ଗ କୃଷି ସୂଚନା ପରାମର୍ଶ କେନ୍ଦ୍ର ସଭା କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପରାମର୍ଶ କେନ୍ଦ୍ର ସଭାପତି ଲଡୁକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ
Read More...

ଜଗଦଲପୁର ରେଳ ଗେଟଠାରେ ଓଭର ବ୍ରିଜ ନିର୍ମାଣ ପାଇଁ ସର୍ଭେ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଖୋର୍ଦ୍ଧାରୋଡ଼-ପୁରୀ ରେଳପଥର ମୋଟାରି ଓ କଣାସ ରେଳଷ୍ଟେସନର ମଧ୍ୟବର୍ତ୍ତୀ ଜଗଦଳପୁର ଗେଟଠାରେ ଥିବା ମାନବ ସେବା ଯୁକ୍ତ ଫାଟକ ପରିବର୍ତ୍ତେ ଓଭର ବ୍ରିଜ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରାଥମିକ ସର୍ଭେ ସହ ସ୍ଥାନୀୟ ଜନସାଧାରଣଙ୍କଠାରୁ ଆପତ୍ତି
Read More...

ଅଜଣା ରୋଗରେ ଖରିଫ ଧାନ ଫସଲ କ୍ଷତିଗ୍ରସ୍ତ : ଚିନ୍ତାରେ ଚାଷୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଳିତ ବର୍ଷ ଖରିଫ ଧାନ କ୍ଷେତରେ ଅଜଣା ରୋଗ ଆକ୍ରାନ୍ତ ଯୋଗୁଁ ଧାନ ଫସଲ ବ୍ୟାପକ ଭାବେ କ୍ଷତି ହେତୁ ଚାଷୀ ଚିନ୍ତାରେ । କୃଷି ବୈଜ୍ଞାନିକଙ୍କ ପରାମର୍ଶ ପ୍ରତିଷେଧାତ୍ମକ ଔଷଧ ପ୍ରୟୋଗ କରାଗଲେ ମଧ୍ୟ ରୋଗ ଥମିବାର ନାମ ଧରୁନି । ଗୋଟିଏ ଗୋଟିଏ ପ୍ୟାଚରେ
Read More...

ଗୋପବନ୍ଧୁଙ୍କ ହୃଦୟ ନିର୍ଝରଣୀରୁ ସଦା ଝରୁଥିଲା ସେବାର ଅମୃତ ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମାନବସେବା, ତ୍ୟାଗ ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ହୃଦୟ ନିର୍ଝରଣୀରୁ ସଦା ସେବାର ଅମୃତ ଧାର ଝରୁଥିଲା ଓ ତାଙ୍କ ଭଳି ଦରଦୀ ମଣିଷ ବିଶ୍ଵରେ ବିରଳ ବୋଲି ଡେ଼ଲାଙ୍ଗ ଷ୍ଟେସନ ବଜାର ଶ୍ୟାମସୁନ୍ଦର ପାଠାଗାର
Read More...

ଡେଲାଙ୍ଗରେ ୬୯ତମ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା -୨୦୨୫ ଉଦଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ୬୯ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୫ ଗୁରୁବାର ଗାଦିବ୍ରହ୍ମ ଦେବ ଜୋନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ ଠାରେ ଡେଲାଙ୍ଗ-ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଛି ।
Read More...

ବାଲିହୁଙ୍କା ଗ୍ରାମବାସୀଙ୍କ ଦୁର୍ଦଶା : କ୍ଷେତ୍ର ପରିଦର୍ଶନ କଲେ ବିଧାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ କଲ୍ୟାଣପୁର ଗ୍ରାମ ପଂଚାୟତ ବାଲିହୁଙ୍କା ଗ୍ରାମବାସୀଙ୍କ ଦୁର୍ଦଶା ବର୍ଷା ଋତୁରେ ବର୍ଷା ଜଳ ଓ ଦୟା ନଦୀ ବାମ ପାର୍ଶ୍ଵ ବନ୍ଧରୁ ଝରୁଥିବା ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବାରୁ ବଡ଼ ସମସ୍ୟା ଆଣି ଦେଇଛି । ଗ୍ରାମର ପଶ୍ଚିମ
Read More...

ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଦୁର୍ଗେ ଦୁର୍ଗତିନାଶିନୀ, ଅଭୟ ବରଦାୟିନୀ, ମହିଷାସୁର ମର୍ଦ୍ଦିିନୀ ମା' ଦଶଭୂଜା ଦୁର୍ଗାଙ୍କ ଆବାହନ ଓ ପୂଜନ ପରେ ଏବେ ଡେଲାଙ୍ଗର ବିଭିନ୍ନ ପୂଜା ମଣ୍ଡପରେ, ଘୋରଡ଼ିଆ ଶାଉରିଆ ଗ୍ରାମର ବାବା ସୋମନାଥ ମନ୍ଦିର ଏବଂ ଘନିପୁର ଶ୍ରୀ ଚୈତନ୍ୟ ମଠ
Read More...

ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠ ପରିସରରେ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ସ୍ମାରକୀ ସମିତି ସଭାପତି ତଥା ଶିକ୍ଷାବିତ୍ କୁନ୍ତଳା କୁମାରୀ ବିଶ୍ୱାଳ, ସମିତିର ଉପସଭାପତି ସନ୍ତୋଷ
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଜେପି ପକ୍ଷରୁ ଆୟୋଜିତ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଓ ଚାରା ରୋପଣ କାର୍ଯ୍ୟକ୍ରମ ବେରବୋଇ ସ୍ଥିତ ଗାନ୍ଧୀ ସ୍ମାରକୀ ପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା । ପୁରୀ ସାଂସଦ ତଥା ବିଜେପି ରଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବୀତ୍ ପାତ୍ର ଓ ସ୍ଥାନୀୟ
Read More...