Browsing Tag

delanga news

ସ୍ଵର୍ଗତ ମଠ ମହନ୍ତ ଦାଶରଥି ଦାଶ ମହାରାଜାଙ୍କ ଏକାଦଶାହ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେନୁପଡା ଗାଦିବ୍ରହ୍ମ ପୀଠ ମଠ ମହନ୍ତ ସ୍ଵର୍ଗତ ଦାଶରଥି ଦାଶ ମହାରାଜାଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ନୂତନ ମଠାଧିଶ ମହନ୍ତ ଶିଶିର ଦାଶ ମହାରାଜାଙ୍କର ଦାୟିତ୍ଵ ବହନ, ଗାଦିସିନ କାର୍ଯ୍ୟକ୍ରମ,
Read More...

ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସରେ ପରିବେଶ ସଚେତନତା ବାର୍ତ୍ତା ସହ ବୃକ୍ଷ ରୋପଣ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ପ୍ରତିଷ୍ଠାତା ତଥା 'ଗଛ ହସିଲେ ଜଗତ ହସେ' ପୁସ୍ତକର ସ୍ରଷ୍ଟା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ସରକାରୀ ପ୍ରୋଜେକ୍ଟ ଉଚ୍ଚ
Read More...

କୁକୁଡ଼ା ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିଏଫ୍‌ଡିଏଫ୍, ଓଡିଶାର ଡେଲାଙ୍ଗ ଶାଖା ସଭାପତି ଗୋପାଳ ସ୍ୱାଇଁଙ୍କ ନେତୃତ୍ଵରେ ଶୁକ୍ରବାର କୁକୁଡା ଚାଷୀ ଭାଇମାନେ ଲୁଟରା ବ୍ରଏଲର ଇଣ୍ଟିଗ୍ରେଟର କମ୍ପାନୀମାନଙ୍କର ଚାଷୀମାରଣ ନୀତି ବିରୁଦ୍ଧରେ ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଜରିଆରେ
Read More...

ଅକ୍ଟୋବର ୨୦ ଡେଲାଙ୍ଗରେ ହେବ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତା ୨୦ ତାରିଖ ଦିବା ୧୦ ଘଟିକା ସମୟରେ ଡେଲାଙ୍ଗ ବ୍ଲକ୍ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ଶିବିରରେ ଜିଲ୍ଲାସ୍ତରରୁ
Read More...

ପଲଟ୍ରି ଫାର୍ମର୍ସ ଡେଭଲପ୍‌ମେଣ୍ଟ ଫୋରମ ପକ୍ଷରୁ କୁକୁଡା ଚାଷୀମାନଙ୍କର ଜରୁରୀ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଲଟ୍ରି ଫାର୍ମର୍ସ ଡେଭଲପ୍‌ମେଣ୍ଟ ଫୋରମ, ଓଡିଶା ଆନୁକୂଲ୍ୟରେ କୁକୁଡା ଚାଷୀମାନଙ୍କର ଏକ ଜରୁରୀ ବୈଠକ ଡେଲାଙ୍ଗ ଶାଖା ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁଇସହରୁ ଉର୍ଦ୍ଧ୍ବ ଚାଷୀ ଏକତ୍ରିତ ହୋଇ
Read More...

ବରକେରା ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଯାଇଥିଲା । ପରେ ଏକ ସଚେତନତା ରାଲି
Read More...

ମହାନ ବିପ୍ଳବୀ ସାଥୀ ନାଗଭୂଷଣ ପଟ୍ଟନାୟକଙ୍କ ୨୪ତମ ସ୍ମୃତିସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବାଲିହୁଂକା ଗ୍ରାମର ମା' ଭଗବତୀ ଗଡଚଣ୍ଡୀ ପୀଠସ୍ଥଳୀରେ ମହାନ ବିପ୍ଳବୀ ସାଥୀ ନାଗଭୂଷଣ ପଟ୍ଟନାୟକଙ୍କ ୨୪ତମ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସିପିଆଇଏମ୍‌ଏଲର ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ବରାଳ ଅଧ୍ୟକ୍ଷତା କରିଥିବା
Read More...

ଡେଲାଙ୍ଗରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଆଭା କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କର୍ମଶାଳାରେ ଆଭାର ସଭାପତି ସୁଧୀର ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ
Read More...

ହାସ୍ୟ ବ୍ୟଙ୍ଗ କବିତା ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସାହିତ୍ୟ ସଂସଦ, ଡେଲାଙ୍ଗ ଷ୍ଟେସନ ବଜାର ତରଫରୁ କବି ଚନ୍ଦ୍ରଶେଖରଙ୍କ ଜନ୍ମଦିନ ଅବସରରେ ଡ. ହେମନ୍ତ କୁମାର ଛୋଟରାୟଙ୍କ ସଭାପତିତ୍ୱରେ ଏକ ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆଜି କାଲିର ଅଧୋପତନମୁଖୀ ସମାଜକୁ ସଚେତନ କରିବା ପାଇଁ
Read More...

ମଠାଧୀଶ ମହନ୍ତ ଦାସଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଶ୍ରୀ ଶ୍ରୀ ଅଲେଖ ସ୍ଵାମୀ ପ୍ରଭୁ ଗାଦିବ୍ରହ୍ମ ମଠ ବେନୁପଡ଼ାର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ଶ୍ରୀ ଦାଶରଥି ଦାସଙ୍କର ୬୫ ବର୍ଷ ବୟସରେ ଗତକାଲି ସନ୍ଧ୍ୟା ୭:୧୦ ଘଟିକା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା
Read More...