ଚମ୍ପୁଆ ସହରରେ ଦନ୍ତା ହାତୀର ଆତଙ୍କ
ଚମ୍ପୁଆ, (କେପିଏନ୍ଏସ୍) : ଗତ ରାତିରେ ଚମ୍ପୁଆ ସହରରେ ଦେଖିବାକୁ ମିଳିଥିଲା ଦନ୍ତା ହାତୀର ଆତଙ୍କ । ଝାଡ଼ଖଣ୍ଡ ପଟୁ ଆସିଥିବା ଏକ ଗୋଠଛଡ଼ା ଦନ୍ତା ହାତୀ ଗୋଧୂଳି ସମୟରେ ସହର ଭିତରକୁ ପଶି ଏଣେତେଣେ ବୁଲୁଥିବା ଦେଖାଯାଇଥିଲା । ହାତୀ ସହରରେ ପଶିଥିବା ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ!-->…
Read More...
Read More...