ସମସ୍ତେ ଥାଇ ବି କେହି ନଥିବା ଭଳି : ମା’ର ଆତ୍ମହତ୍ୟା ପରେ ଏକା ହୋଇଗଲା କୁନି ଝିଅ ଲିସା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ୍ ଅଞ୍ଚଳର ଜଣେ ୩୨ ବର୍ଷର ମହିଳାଙ୍କ ବିଷ ପିଇ ଆତ୍ମହତ୍ୟା ପରେ ତାଂକ ଝିଅ ମାଆ ଛେଉଣ୍ଡ ହୋଇ ଯାଇଥିବା ଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି । ପ୍ରକାଶ ଥାଉ କି, ଭଲ ପାଇ ଯାହାକୁ ବିବାହ କରିଥିଲେ, ସେ ବିବାହର ମାତ୍ର ୫!-->…
Read More...
Read More...