Browsing Tag

boudha news

ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ : ଉପାନ୍ତ ଅଞ୍ଚଳକୁ ଫିଟିବ ରାସ୍ତା

୧୨ କୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ତଥା, ମୁଖ୍ୟ ସଚେତକ, ଓଡିଶା ସରକାର ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅପହଞ୍ଚ ଇଲାକା ଉପାନ୍ତ ଅଂଚଳ କଣ୍ଡରା, କାଚପାଯୁ, ସୁଲୁକେଟି ଆଦି ୫ ଖଣ୍ଡ ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ନଥିଲା ।
Read More...

ଶିକ୍ଷକ ନିଯୁକ୍ତି ଦାବୀ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବୌଦ୍ଧ, (କେପିଏନ୍‌ଏସ୍‌) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଘୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ ଘୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
Read More...

ପଞ୍ଚାୟତ ସମିତି ସପ୍ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ସମିତି ସଭାଗୃହରେ ବୁଧବାର ଦିନ ହରଭଙ୍ଗା ପଂଚାୟତ ସମିତିର ସପ୍ତମ ସାଧାରଣ ପରିଷଦ ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଶରତ କୁମାର ସେଠି ବୈଠକ ପରିଚାଳନା କରିଥିବା ବେଳେ
Read More...

ହରଭଙ୍ଗା ବନ୍ୟା ଆଶ୍ରୟ ସ୍ଥଳୀରେ ଆନନ୍ଦ ଅନୁଭୂତି ଶିବିର ଉଦ୍‌ଯାପିତ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବନ୍ୟା ଆଶ୍ରୟ ସ୍ଥଳୀରେ ବିଶ୍ୱ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଆର୍ଟ ଅଫ୍‌ ଲିଭିଙ୍ଗ ସଂସ୍ଥା, ବ୍ୟକ୍ତି ବିକାଶ କେନ୍ଦ୍ର ବୌଦ୍ଧ ଶାଖା ତରଫରୁ ୬ ଦିନିଆ ଆନନ୍ଦ ଅନୁଭୂତି ଶିବିର ଉଦ୍‌ଯାପିତ ହୋଇଯାଇଛି । ଯୋଗ ଶିକ୍ଷକ
Read More...

ତାର ଲୁଟେରାଙ୍କ ପ୍ରାଦୁର୍ଭାବ : ଉଠାଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ୍‌ ତାର ଚୋରି

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ୍‌ ତାର ଲୁଟେରା କାୟା ବିସ୍ତାର କଲେଣି । ରାତି ଅଧରେ ବିଦ୍ୟୁତ୍‌ କାଟି ୩ ଫେଜ୍‌ ଆଲୁମିନିୟମ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ମହାନଦୀ କୂଳରେ ଚାଷ କାର୍ଯ୍ୟ ପାଇଁ ମା' ବାଉରୀ
Read More...

ବିଷଧର ସାପ କାମୁଡ଼ାରେ ବାପଝିଅର ମୃତ୍ୟୁ

ବୌଦ୍ଧ, (କେପିଏନ୍‌ଏସ୍‌) : ମୃତ୍ୟୁ ଏମିତି ବି ଆସେ । ଏକା ସଙ୍ଗେ ଚାଲି ଗଲେ ବାପ ଓ ଝିଅ । ବିଷାକ୍ତ ସାପ କାମୁଡ଼ାରେ ବାପଝିଅ ମୃତ । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଠିଡ଼ିକାଜୋର ଗ୍ରାମର ସୁଶାନ୍ତ କହଁର (୪୮) ଓ ତାଙ୍କ ଝିଅ ପ୍ରୀତି କହଁର (୧୬) ରାତିରେ ଖାଇ
Read More...

ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧରେ ପହଁଚିଲେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବୌଦ୍ଧ ଜିଲ୍ଲାରେ ମାଓ କାର୍ଯ୍ୟକଳାପକୁ ଦୃଢହସ୍ତରେ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହେବା ସହ ଜିଲ୍ଲାରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ
Read More...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବୌଦ୍ଧ, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ରା ଯାଦବ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜସ୍ୱ କମିଶନର ଶ୍ରୀ ଯାଦବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ
Read More...

ପରିତ୍ୟକ୍ତ କୂଅରୁ ଜଙ୍ଗଲୀ ବାର୍‌ହାକୁ ଉଦ୍ଧାର କଲା ବନବିଭାଗ

ବୌଦ୍ଧ, (କେପିଏନ୍‌ଏସ୍‌) : ପରିତ୍ୟକ୍ତ କୂଅରେ ପଡିଗଲା ଜଙ୍ଗଲୀ ବାରହା । ଗ୍ରାମବାସୀଙ୍କ ବନବିଭାଗକୁ ଖବର । ଉଦ୍ଧାର କଲା ପୁରୁଣାକଟକ ବନବିଭାଗ । ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ହରଭଙ୍ଗା ବ୍ଲକ ଧଳପୁର ହାଇସ୍କୁଲ ପଛପାଖରେ ଥିବା ପରିତ୍ୟକ୍ତ କୂଅରେ
Read More...

୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୫ ଗିରଫ

ବୌଦ୍ଧ : ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ । ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ହିତେଶ ଜାନୀ, ଯୁଗଳ ଷଣ୍ଢ, ପରଦେଶୀ ରଣା, ବାସୁଦେବ ରଣା ଓ ହିମାଂଶୁ ଭୋଇ ୠିରଫ ହୋଇଛନ୍ତିି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ତାଳପଡ଼ା ଗ୍ରାମ
Read More...