ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ ରୀତାକାନ୍ତି ବଳିଆରସିଂ ଆଜି କାର୍ୟ୍ୟରେ ଯୋଗ ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ବୌଦ୍ଧରେ ଏହି ପଦବୀରେ କାହାକୁ ନିଯୁକ୍ତ କରିନଥିବାରୁ ସ୍ଥାନୀୟ ଅଧିକାରୀମାନଙ୍କୁ!-->…
Read More...
Read More...