ଶ୍ରମଶକ୍ତି ମହାବିଦ୍ୟାଳୟ ପରିଦର୍ଶନ କଲେ ବୀରମିତ୍ରପୁର ବିଧାୟକ : ଉନ୍ନତି ପାଇଁ ବିଧାନସଭାରେ ଉଠାଇବେ ପ୍ରସଙ୍ଗ
ବୀରମିତ୍ରପୁର, (କେପିଏନ୍ଏସ୍) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଅଞ୍ଚଳର ଯୁବ ବିଧାୟକ ରୋହିତ ଜୋସେଫ ତିର୍କୀ । ଏହି ଅବସରରେ ମହାବିଦ୍ୟାଳୟର ଶିକ୍ଷା ଓ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନଙ୍କ ସହ ଆଲୋଚନା କରିଥିଲେ । ବିଧାୟକଙ୍କ!-->…
Read More...
Read More...