Browsing Tag

bhubaneswar news

ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ…

ଭୁବନେଶ୍ୱର : ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ପୂର୍ବରୁ ଗୁରୁବାର ସକାଳେ ପୁରୀ ବାଣ ବିସ୍ଫୋରଣ ଘଟଣାରେ…
Read More...

ରାଜ୍ୟରେ ସକାଳ ସାଢେ ୮ଟା ସୁଦ୍ଧା ୩୯ ଡିଗ୍ରୀ ପାରଦ ଛୁଇଁଲାଣି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସହ, ପ୍ରବଳ ଗୁଳୁଗୁଳି । ଆଜି ସକାଳୁ ସକାଳୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେଲାଣି । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ସହ ଭବାନୀପାଟଣା ସବୁଠୁ ଉତପ୍ତ ସହର । ସେହିପରି ଟିଟିଲାଗଡ଼ ୩୮ ଡିଗ୍ରୀ, ବଲାଙ୍ଗିରରେ ୩୭.୪,…
Read More...

ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ବେଳେ ଡ୍ରାଇଭର୍‌ଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ଵର : ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲା । ଚେକିଂ କରିବାକୁ ପୁଲିସ ଗାଡି ଅଟକାଇବାରୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କଲା । ପୁଲିସ କର୍ମଚାରୀ ବର୍ଷିଯାଇଥିବା ବେଳେ ବାରିକେଡ୍‌କୁ ଭାଙ୍ଗି ଫେରାର ହୋଇଗଲା । ହେଲେ ପୁଲିସ ରାତାରାତି ଚଢଉ କରି ନିଶାସକ୍ତ ଡ୍ରାଇଭରକୁ ଗିରଫ କରିଛି…
Read More...

ଜଳୁଛି ପଶ୍ଚିମ ଓଡ଼ିଶା : ବଲାଙ୍ଗିରରେ ତାପମାତ୍ରା ୪୬.୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ପ୍ରବଳ ଖରାରେ ପଶ୍ଚିମ ଓଡ଼ିଶା ଜଳୁଛି । ବିନା ଚପଲରେ ମାଟି ଉପରେ ପାଦ ରଖି ହେଉନାହିଁ। ପୋଖରୀର ପାଣି ଫୁଟୁଛି । ଆଜି ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ବଲାଙ୍ଗିର…
Read More...

ପୁଣି ବଢ଼ିଲାଣି ତାତି : ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ପାର୍

ଭୁବନେଶ୍ୱର : ପୁଣି ବଢ଼ିଲାଣି ତାତି । ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ପାର୍ । ଆଜି ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ାର ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ୪୨.୨ ଓ ହୀରାକୁଦ ତାପମାତ୍ରା ୪୨ ଡିଗ୍ରୀ ଥିବାବେଳେ ରାଉରକେଲା ୪୦.୮, କେନ୍ଦୁଝର ୪୦.୫, ଭୁବନେଶ୍ୱର ୩୮.୮ ଡିଗ୍ରୀ ତାପମାତ୍ରା…
Read More...

ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ

ଭୁବନେଶ୍ୱର : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ରାଜ୍ୟରେ ଆଗାମୀ ଦୁଇ ଦିନ କଲବଲ କରିବ ତାତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢିବା ସମ୍ଭାବନା ରହିଛି । ପ୍ରବଳ ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ ।…
Read More...

ପୁଣି ଫେରିଲା ତାତି : ୪୫.୯ ଡିଗ୍ରୀରେ ସିଝିଲେ ବୌଦ୍ଧବାସୀ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ତାତି । ଦେଶର ପଶ୍ଚିମ ଓ ଉତ୍ତରରେ ଥିବା ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ସାଧାରଣ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇଛି । ବୌଦ୍ଧରେ ତାପମାତ୍ରା ୪୫.୯…
Read More...

ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ : ୯ ଜଣ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ଏକ ପୁଲିସ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାର ଖବର ମିଳିଛି । ଏହି ଦୁର୍ଘଟଣାରେ ୯ ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ବାଣୀବିହାର ସତସଙ୍ଗ ପାର୍କ ଆଗରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସମସ୍ତ ଆହତ ମହିଳା ପୁଲିସଙ୍କୁ…
Read More...

ଆଜି ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ : ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର : ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରଚାରକୁ କରିବେ ଜୋରଦାର । ଆଜି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ଅମିତ ଶାହ । ପୂର୍ବାହ୍ନ ୧୧ଟାରେ ଭଦ୍ରକ ଲୋକସଭା କ୍ଷେତ୍ରର…
Read More...

ଆଜିଠୁ ରାଜ୍ୟରେ ବଢିବ ତାତି : ୩ରୁ ୫ ଡିଗ୍ରୀ ବଢ଼ିପାରେ ତାପମାତ୍ରା

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବ ତାତି । ୩ରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ଦିନ ତାପମାତ୍ରା । ଆସନ୍ତା ୩-୪ ଦିନରେ ପାରଦ ଉପରମୁହାଁ ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏବେ ବାତ୍ୟାର ପ୍ରଭାବ ହ୍ରାସ ଯୋଗୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି । ତାପମାତ୍ରା ବୃଦ୍ଧି ହେଲେ…
Read More...