ଜମତରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଜମତରା ଗ୍ୟାଙ୍ଗର ୩ ଅଭିଯୁକ୍ତ ପ୍ରଦ୍ୟୁମ୍ନ, କ୍ରିଷ୍ଣା କୁମାର ଓ ଚେତଲାଲ ମଣ୍ଡଳ କ୍ରାଇମବ୍ରାଞ୍ଚ ହାତରେ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୧ଟି ମୋବାଇଲ, ୨ ଲାପଟପ, ୩୩ଟି ସିମ୍ ଜବତ ହୋଇଛି । ଓଡିଶାର କେତେ ଲୋକଙ୍କୁ ମଧ୍ୟ ଏମାନେ ଠକିଛନ୍ତି ଓ ତାହାର ତଦନ୍ତ ଚାଲିଛି!-->…
Read More...
Read More...