Browsing Tag

bhubaneswar news

ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୪ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଜାମଣ୍ଡଳ ଆନ୍ଦୋଳନର ନେତା, ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୪ ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ।
Read More...

ମୋବାଇଲ ଲୁଟ୍‌ ସମୟରେ ସାହସିକତା ଦେଖାଇଲେ ଯୁବତୀ

ଭୁବନେଶ୍ୱର : ଲୁଟେରା ମାନେ ମୋବାଇଲ ଲୁଟ୍‌ କରିବା ସମୟରେ ସାହସିକତା ଦେଖାଇଛନ୍ତି ଜଣେ ଯୁବତୀ । ସୂଚନା ଅନୁସାରେ ଭୁବନେଶ୍ୱରର ଇମ୍ଫୋସିଟି ଥାନା ଅଧିନସ୍ଥ ଏକ ଅଞ୍ଚଳରେ ଦୁଇଜଣ ଲୁଟେରା ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଲୁଟ୍‌ କରୁଥିବା ବେଳେ ଯୁବତୀ ଜଣକ ଲୁଟେରାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିବା
Read More...

ନିର୍ବାଚନ ପ୍ରଚାରରେ ରହିଥିବା କଟକଣା କୋହଳ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବେଶ୍‌ କମିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ନିର୍ବାଚନ ପ୍ରଚାରରେ ରହିଥିବା କଟକଣାକୁ କୋହଳ କରିଥିବା ସୂଚନା ମିଳିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ କେବଳ ୫ ଜଣ ବ୍ୟକ୍ତି
Read More...

ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି

ଭୁବନେଶ୍ୱର : ଲାଂଚ ନେବାବେଳେ ଜଣେ ଆଇଆଇସି ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ଖବର ଅନୁସାରେ ନରସିଂହପୁର ଥାନା ଆଇଆଇସି ଅଲେଖ କୁମାର ଗରଡିଆ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି । ଆଇଆଇସି ଶ୍ରୀ ଗରଡ଼ିଆ ଏକ ମାମଲାର ରଫାଦଫା କରିବାକୁ
Read More...

ପୌର ପରିଷଦ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ ଅହ୍ୱାନ କଲେ ରାଜ୍ୟ ନିର୍ବାଚନ ଆୟୋଗ,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୌର ପରିଷଦ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆସନ୍ତା ୧୦ ତାରିଖ ଦିନ ଆହ୍ୱାନ କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ନାଥ ସାହୁ ଏ ସଂକ୍ରାନ୍ତରେ ସମସ୍ତ ରାଜନୈତିକ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଓ ନୟାଗଡ଼
Read More...

ଓଡ଼ିଶା-ମୋ ପରିବାର ଏବଂ କିଡସ୍ ଆନୁକୂଲ୍ୟରେ ଦାନ୍ତ ପରୀକ୍ଷା ଶିବିର

କଟକ, ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସେମାନଙ୍କର ଜରୁରୀ ସମୟରେ ବିରଳ ଶ୍ରେଣୀର ରକ୍ତ
Read More...

ଟିକେ ଆଶ୍ୱସ୍ତ, ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୨୧୦୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୨୧୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୨୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୬୭୨ ରହିଥିବା ବେଳେ ନୂଆ
Read More...

ଭୁବନେଶ୍ୱର ଏମ୍ସର ଓପିଡି ଆସନ୍ତା ୭ରୁ ଖୋଲିବା ନେଇ ସୂଚନା ଦେଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ଏମ୍ସର ଓପିଡି ଆସନ୍ତା ୭ରୁ ଖୋଲିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ତେବେ କୋଭିଡ ସ୍ଥିତିରେ ସୁଧାର ଆସିବା ଦେଖି ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତି ହୋଇଥିବା ନେଇ ସୂଚନାରେ କୁହାଯାଇଛି
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୧୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ୩ଜଣ ଲେଖାଏଁ
Read More...