Browsing Tag

bhubaneswar news

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୧୮ ହଜାର ୪୯୫ ବୁଥ୍‌ରେ ଭୋଟ୍‌ ଗ୍ରହଣ ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସାଧାରଣ ନିର୍ବାଚନର ତୃତୀୟ ପର୍ୟ୍ୟାୟ ଭୋଟ ପାଇଁ ମୋଟ ୨୯ଟି ଜିଲ୍ଲାର ୬୩ଟି ବ୍ଲକ୍‌ର ୧୩୮୨ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮ ହଜାର ୪୯୫ ବୁଥ୍‌ରେ ନିର୍ବାଚନ ଶେଷ ହୋଇଛି । ଯାଜପୁର…
Read More...

ସର୍ବଭାରତୀୟ ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ମୁକୁଟ ହାସଲ କଲେ ତେଜସ୍ମିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ସ୍ତରରେ ଆୟୋଜିତ ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ (ଜିରୋ ସାଇଜ୍‌) ପ୍ରତିଯୋଗିତାରେ ତେଜସ୍ମିତା ମହାପାତ୍ର ଦ୍ୱିତୀୟ ରନର୍ସଅପ୍‌ ବିଜେତା ହୋଇଥିବା ସୂଚନା ମିଳିଛି । ସେ ଏଥିରେ ସଫଳତା ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଏହି…
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୧୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୭ ଜଣ, ବାଲେଶ୍ବରରୁ ୬ ଜଣ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡି ଓ ପୁରୀ…
Read More...

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନଏସ୍‌) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଗସ୍ତରେ ଆସି ଗତକାଲି ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ…
Read More...

ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ ପୁନଃମତଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁସବୁ ସ୍ଥାନରେ ବିଭିନ୍ନ ଗଣ୍ଡଗୋଳ ଯୋଗୁ ମତଦାନ ବାତିଲ କରାଯାଇଥିଲା, ସେହି ସବୁ ମତଦାନ କେନ୍ଦ୍ରରେ ୨୩ ଫେବୃଆରୀରେ ପୁନଃ ଭୋଟ ଗ୍ରହଣ କରାଯିବ । କଡା ସୁରକ୍ଷା ମଧ୍ୟରେ ସକାଳ ୯ଟାରୁ ଅପରାହ୍ନ ୩ଟା…
Read More...

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନିର୍ବାଚନ ଆୟୁକ୍ତଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ କାର୍ୟ୍ୟରତ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ସହ ବିନାବାଧାରେ ଖବର ସଂଗ୍ରହ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଉତ୍କଳ ସାମ୍ବାଦିକ ସଂଘ ଦାବୀ କରିଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ…
Read More...

ଆଜି ୩ୟ ପର୍ଯ୍ୟାୟ ମତଦାନ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନ ବାର୍ତ୍ତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ୩ୟ ପର୍ଯ୍ୟାୟ ମତଦାନ ଦିବସରେ ଭୋଟ ଦେବାକୁ ଥିବା ନାଗରିକମାନେ ମତଦାନ କେନ୍ଦ୍ର ପରିସରରେ ଶାରୀରିକ ଦୂରତ୍ୱ ରକ୍ଷା କରନ୍ତୁ । ପାଟି ଓ ନାକକୁ ଘୋଡାଇ ସଠିକ୍ ଭାବରେ ମାସ୍କ ପରିଧାନ କରି ଭୋଟ କେନ୍ଦ୍ର ଆସନ୍ତୁ । ଘରକୁ ଫେରିଲେ ସାବୁନରେ ଭଲ ଭାବରେ ହାତ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୨୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୩୦୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୯ ଜଣ…
Read More...

ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ୨୦ରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୦ ତାରିଖ ଦିନ ରାଜ୍ୟର ୨୯ଟି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହିଦିନ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ତାଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ରାଜ୍ୟର ସମୁଦାୟ ୬୩ଟି ବ୍ଲକ୍‌ରେ ୧୩୮୨ ପଞ୍ଚାୟତ…
Read More...

୨ ନକଲି ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ଧରାପଡ଼ିଲେ ପୋଲିସ ହାତରେ

ଭୁବନେଶ୍ୱର : ୨ ନକଲି ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ପୋଲିସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଯିଛି । ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ବେଶରେ ଲୋକଙ୍କୁ ଧମକ ଦେଇ ଠକୁଥିବା ଏହି ଦୁଇ ଠକ ହେଲେ ସହିଦନଗର ଅଞ୍ଚଳର ଜ୍ଞାନ ରଂଜନ…
Read More...