ପଣ୍ୟ କାରବାର କ୍ଷେତ୍ରରେ ପାରାଦ୍ୱୀପ ବନ୍ଦରର ଆଉ ଏକ ସଫଳତା
ଭୁବନେଶ୍ୱରର, (ସୁଶାନ୍ତ ସାହୁ) : ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛି । ଗତକାଲି ବନ୍ଦର ଇତିହାସରେ ସର୍ବବୃହତ୍ ପଣ୍ୟବାହୀ ଜାହାଜରେ ୧ ଲକ୍ଷ ୪୬ ହଜାର ୫୬୫ ମେଟ୍ରିକ୍ ଟନ୍ ଲୁହାପଥର ବୋଝେଇ ହୋଇଛି । ଏହି ଜାହାଜର ନାମ ହେଉଛି ଏମ୍.ଭି. କେପେରାୟ ।!-->…
Read More...
Read More...