Browsing Tag

bhubaneswar news

କଳାହାଣ୍ଡି ଜିଲ୍ଲାପାଳ ଭାବେ ପି.ଅନ୍ୱେଷା ରେଡ୍ଡୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାହାଣ୍ଡି ଜିଲ୍ଲାପାଳ ଭାବେ ଯୁବା ଆଇ.ଏ.ଏସ୍. ସୁଶ୍ରୀ ପି.ଅନ୍ୱେଷା ରେଡ୍ଡୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ-ନିର୍ଦ୍ଦେଶକ ଥିଲେ । ସେ ଜଣେ ଦକ୍ଷ ପ୍ରଶାସକ ଭାବରେ
Read More...

୪ ଫୁଟିଆ ସାପକୁ ଉଦ୍ଧାର କଲେ ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୪ ଫୁଟିଆ ନାଗ ସାପକୁ ସ୍ନେକ୍‌ ହେଲ୍ପ ଲାଇନ୍‌ କର୍ତ୍ତୃପକ୍ଷ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଡେଲାଙ୍ଗର ଦାଶରଥୀ ମହାପାତ୍ର ଏକ ପୂଜା ସାମଗ୍ରୀ ଦୋକାନ କରିଛନ୍ତି । ତାଙ୍କ ଦୋକାନରେ
Read More...

ନିଶାଦ୍ରବ୍ୟ ଜବତ : ୬ ବେପାରୀ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁଇଟି ପୃଥକ୍‌ ଘଟଣାରେ ରବିବାର ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ୬ ଜଣ ନିଶା ବେପାରୀ । ବିପୁଳ ମାତ୍ରାରେ ଗଞ୍ଜେଇ, ବ୍ରାଉନସୁଗର ସହ ବେପାରୀଙ୍କୁ ସହିଦ ନଗର ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, ଶାନ୍ତିପଲ୍ଲୀ ବସ୍ତିରୁ ୪୦ ଗ୍ରାମ ବ୍ରାଉନସୁଗର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ
Read More...

ସଡକ ଦୁର୍ଘଟଣା, ଦୋକାନ ଭିତରେ ପଶିଗଲା ବୋଲେରୋ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାଗମରା ନିକଟରେ ଦୋକାନ ଭିତରେ ଏକ ବୋଲେରୋ ପଶିଯାଇ ଦୋକାନର ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ପଳାଇଯାଉଥିବା ଗାଡି ଚାଳକକୁ ସ୍ଥାନୀୟ ଯୁବକମାନେ କାବୁ କରିଥିଲେ । ସୂଚନାନୁସାରେ ବରମୁଣ୍ଡା ପଟରୁ ଅତି ଦୃତ ଗତିରେ ବୋଲେରୋ
Read More...

ଦଣ୍ଡାଦେଶ ଶୁଣି କୋର୍ଟ ପରିସରରୁ ଫେରାର ହେଲା ନିଶା ବେପାରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦଣ୍ଡାଦେଶ ଶୁଣିବା ପରେ ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାନୁସାରେ ଫେରାର ଅଭିଯୁକ୍ତ ଜଣକ ହେଲେ ନିଶା ବେପାରୀ ବିଜୟ ମାଣିଆ । ନିଶା କାରବାରରେ ବିଜୟ ମାଣିଆ ଗିରଫ ହୋଇଥିଲା । ଏହି ମାମଲାର ଶୁଣାଣି କରି
Read More...

ଖୋର୍ଦ୍ଧାରେ ଲୁଟେରାଙ୍କ ଫର୍ଦାଫାସ

• ୭ ଚୋରା ବାଇକ, ୯ ସୁନା ଚେନ୍ ସହିତ ୩ ଜଣ ଅଭିଯୁକ୍ତ ଗିରଫ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ସଦର ଆଦର୍ଶ ଥାନା ପକ୍ଷରୁ ଶନିବାର ଚଢ଼ାଉ କରାଯାଇ ୭ଟି ଚୋରା ବାଇକ, ୯ ଟି ସୁନା ଚେନ୍‌ ସହିତ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା
Read More...

ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ତିତ୍ୱର ମିଳିତ ସହଯୋଗରେ ଶ୍ରେଷ୍ଠ ଓଡିଆଣୀ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର : ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ତିତ୍ୱର ମିଳିତ ସହଯୋଗରେ ଶ୍ରେଷ୍ଠ ଓଡିଆଣୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଓଡିଆ ସଂସ୍କୃତି, ପରମ୍ପରା ଓ ଚଳଣି ଉପରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ
Read More...

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଛାତ୍ର ମୃତ, ଛାତ୍ରୀ ଗୁରୁତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର- ଚନ୍ଦକା ପଥରଗାଡ଼ିଆ ରାସ୍ତାରେ ବିଦ୍ୟୁତ ଖୁଣ୍ଟରେ ବାଇକ ପିଟି ହୋଇଯିବାରୁ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଉଭୟ ଛାତ୍ର ଛାତ୍ରୀ ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ଆସନ୍ତା ୨୯ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୯ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ଆସନ୍ତା ୨୮ତାରିଖ ଅପରାହ୍ନରେ ରାଜ୍ୟ
Read More...