Browsing Tag

bhubaneswar news

ଖାଦ୍ୟ ସୁରକ୍ଷା କାର୍ଯ୍ୟାନ୍ୱୟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆସିଥିବା ରୂପାନ୍ତରଣ ସମଗ୍ର ଦେଶ ତଥା ବିଶ୍ଵରେ ଉଦାହରଣ ସୃଷ୍ଟି କରିଛି । ୱର୍ଲଡ ଫୁଡ୍ ପ୍ରୋଗ୍ରାମ୍‌ର ସିଇଓ ଡେଭିଡ୍ ବିସ୍‌ଲେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଉପଲବ୍ଧି ଅନ୍ୟ ଦେଶ ପାଇଁ ଉଦାହରଣ ବୋଲି…
Read More...

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୦.୫୫ ପ୍ରତିଶତ ବିଦ୍ୟାର୍ଥୀଙ୍କ କୃତକାର୍ଯ୍ୟ ହାସଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫,୨୬,୮୧୮ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫,୧୭,୮୪୭ ଜଣ ଅର୍ଥାତ୍ ୯୦.୫୫ ପ୍ରତିଶତ କୃତକାର୍ୟ୍ୟ ହୋଇଛନ୍ତି । ଏସ୍‌ଏମ୍‌ଇ ଓଡିଶା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୨୩୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୧ ଜଣ…
Read More...

କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଏ-୧ରେ ଜଣେ ଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଏ-୧ରେ ଜଣେ ଛାତ୍ରୀଙ୍କ ସଫଳତା ଚର୍ଚ୍ଚାକୁ ଆସିଛି । ‌କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସବୁ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୫୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୬ ଜଣ…
Read More...

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀରେ ବିଧାନସଭା ଘେରାଉ

ଭୁବନେଶ୍ୱର, (କେପିଏନଏସ୍‌) : ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀରେ ବିଧାନସଭା ଘେରାଉ । ସହସ୍ରାଧିକ କୋଶଲବାଦୀ କର୍ମୀ ଏକତ୍ରିତ ହୋଇ ଆଜି ଭୁବନେଶ୍ୱରରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ ପୂର୍ବ…
Read More...

ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ବସ୍

ଭୁବନେଶ୍ୱର : ସୋମବାର ସକାଳ ପ୍ରାୟ ୫ଟା ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସର୍ଭିସ୍ ରୋଡ୍‌ରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ବସ୍‌ ଚାଳକ ଭାରସାମ୍ୟ ହରାଇ ଏକ କଲଭର୍ଟରେ ଧକ୍କା ଦେବାରୁ ବସ୍‌ରେ ନିଆଁ ଲାଗି ଯାଇଥିଲା । ଏହି ଅଘଟଣରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଲକ୍ଷାଧିକ…
Read More...

ଏସିଆନ ଟ୍ରାକ୍‌ ସାଇକେଲିଂ ଚମ୍ପିଅନ୍‌ସିିପ୍‌ରେ ବ୍ରୋଞ୍ଜପଦକ ବିଜୟୀ ସ୍ୱସ୍ତି ସିଂ ଏବଂ ଦିନେଶ କୁମାରଙ୍କୁ କ୍ରୀଡା ଓ…

ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏସିଆନ ଟ୍ରାକ୍‌ ସାଇକେଲିଂ ଚମ୍ପିଅନ୍‌ସିିପ୍‌- ୨୦୨୨ରେ ବ୍ରୋଞ୍ଜପଦକ ହାସଲ କରିଥିବା ଓଡିଶାର ସ୍ୱସ୍ତି ସିଂ ଏବଂ ଦିନେଶ କୁମାରଙ୍କୁ ଗତକାଲି ଇଲେଟ୍ରୋନିକ୍ସ, ସୂଚନା…
Read More...

ପୁରୀ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଗଂମଚରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭଜନ ସମାରୋହର ଆୟୋଜନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଗଂମଚରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ପ୍ରତିଦିନ ସନ୍ଧ୍ୟାରେ ଭଜନ ଆୟୋଜନ ହେଉଛି । ଗତକାଲି ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ମୁକୁଲ ବାରିକ ଓ ସାଥୀମାନଙ୍କ ଦ୍ୱାରା ଭଜନ ପରିବେଷଣ…
Read More...

ରଥଯାତ୍ରା ଉପଲକ୍ଷେ ବୟନଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଯାତ୍ରା ଉପଲକ୍ଷେ ବୟନଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଭୁବନେଶ୍ୱର ଏକାମ୍ର ହାଟ ପରିସରରେ ଆୟୋଜିତ ହୋଇଯାଇଛି । ଓଡିଶା ଏଚ୍‌ଟିଏଚ୍‌ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହାର ଉଦ୍‌ଘାଟନ କରିଛନ୍ତି । ଏଥିରେ ବିଭିନ୍ନ ଜିଲ୍ଲାର…
Read More...