Browsing Tag

bhubaneswar news

ମହିଳା ଫୁଟବଲ ଲିଗରେ ସ୍ପୋର୍ଟ୍ସ ଓଡିଶାକୁ ହରାଇଲା ଓଡିଶା ଏଫସିଡବ୍ଲ୍ୟୁ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡିଶା ମହିଳା ଲିଗ ଫୁଟବଲରେ ଶନିବାର ଓଡିଶା ଏଫସିଡବ୍ଲ୍ୟୁ ବିଜୟ ହାସଲ କରିଛି । ସ୍ପୋର୍ଟ୍ସ ଓଡିଶାକୁ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚ୍‌ରେ ଓଡିଶା ଏଫସିଡବ୍ଲ୍ୟୁ ୬-୧ ଗୋଲରେ ହରାଇଥିଲା । ବିଜୟୀ ଦଳ ପକ୍ଷରୁ ମ୍ୟାଚ୍‌ର ପ୍ରଥମ ଏବଂ ୪୪…
Read More...

ଗ୍ଲୋବାଲ ଆଇକନ୍‌ ବିଜ୍‌ନେସ୍‌ ଆୱାର୍ଡ୍ସ – ୨୦୨୨ ସମ୍ମାନରେ ସମ୍ମାନିତ ହେଲେ ରୁଚି ଫୁଡ୍‌ଲାଇନ୍‌ର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼୍‌ଲାଇନ୍‌ର ନିର୍ଦ୍ଦେଶିକା ତଥା ଯୁବ ମହିଳା ଶିଳ୍ପୋଦ୍ୟୋଗୀ ଶ୍ରୀମତୀ ରଶ୍ମି ସାହୁ ଚଳିତ ବର୍ଷର ସମ୍ମାନଜନକ "ଗ୍ଲୋବାଲ ଆଇକନ୍‌ ବିଜିନେସ୍‌ ଆୱାର୍ଡ୍ସ - ୨୦୨୨"…
Read More...

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ସହ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିବା ପରେ ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଉଷା ପାଢ଼ୀଙ୍କୁ ରାଜ୍ୟ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିଛି । ଶ୍ରୀମତୀ ପାଢ଼ୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ସହ ବାଣିଜ୍ୟ ଓ…
Read More...

ଜେଏସ୍‌ଏଲ୍‌ ପରିସରରେ ଇଭି ଯାନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ ପରିସରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଚଳପ୍ରଚଳର ଶୁଭାରମ୍ଭ କରାଯାଇଛି । ବିଶେଷ କରି କମ୍ପାନୀ କର୍ମଚାରୀଙ୍କ ଯାତାୟାତ ପାଇଁ କାରଖାନା ପରିସରରେ ୪ଟି ଟାଟା ନେକ୍ସନ୍‌ ଇଭି ମ୍ୟାକ୍ସର…
Read More...

ଜଗତସିଂହପୁରରେ ୨୧୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟିତବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏ ପର୍ଯ୍ୟନ୍ତ ଆଠ ଲକ୍ଷ ଲୋକ ଉପକାର ପାଇଲେଣିଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବଜାୟ ରଖିବା ପାଇଁ ଆମେ କାମ କରୁଛୁ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର…
Read More...

ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ପୋଲିସ ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ରେଡ୍ । ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ଅଭିମନ୍ୟୁ ଚୌଧୁରୀଙ୍କ ଅଫିସ ସମେତ ଭୁବନେଶ୍ଵର ଓ ନୟାଗଡର ୩ଟି ସ୍ଥାନରେ…
Read More...

ନାବାର୍ଡ ପକ୍ଷରୁ ଆୟୋଜିତ ଷ୍ଟେଟ୍‌ କ୍ରେଡିଟ୍‌ ସେମିନାର ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନାବାର୍ଡ ପକ୍ଷରୁ ଆୟୋଜିତ ଷ୍ଟେଟ୍‌ କ୍ରେଡିଟ୍‌ ସେମିନାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସେମିନାରରେ ନାବାର୍ଡ ଦ୍ୱାରା ପ୍ରସ୍ତୁତ 'ଷ୍ଟେଟ ଫୋକସ୍‌ ପେପର୍‌ ୨୦୨୩-୨୪' ପୁସ୍ତିକାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପ୍ରାଥମିକ କ୍ଷେତ୍ରରେ ୨୦୨୩-୨୪ ବର୍ଷ ପାଇଁ…
Read More...

ଭୋଲ୍‌ଟାସର ଏକ୍ସକ୍ଲୁସିଭ ବ୍ରାଣ୍ଡ୍‌ ଶପର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ପ୍ରମୁଖ ବାଣିଜ୍ୟିକ ସଂସ୍ଥା ତଥା ଟାଟା ଗୃପ୍‌ର ଅନ୍ୟତମ ସଂସ୍ଥା ଭୋଲ୍‌ଟାସର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ର ଶୁଭାରମ୍ଭ ହୋଇଯାଇଛି । ଏପରିକି କମ୍ପାନୀର ସ୍ୱୀକୃତିପ୍ରାପ୍ତ ଡିଲର 'କ୍ୱାଲିଟି ଷ୍ଟୋର' ଆନୁକୂଲ୍ୟରେ କମ୍ପାନୀର ଏକ୍ସକ୍ଲୁସିଭ ବ୍ରାଣ୍ଡ୍‌ ଶପ୍‌…
Read More...

ହକି ବିଶ୍ୱକପ୍‌ ନିମନ୍ତେ ରାଉରକେଲାକୁ ଉଡ଼ିବ ବିମାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସହ ରାଉରକେଲାରେ ଖେଳାଯିବ ହକି ବିଶ୍ୱକପ୍‌ । ରାଉରକେଲା ବିମାନ ବନ୍ଦରକୁ ଉଡ଼ିବ ସ୍ୱତନ୍ତ୍ର ବିମାନ । ଭୁବନେଶ୍ୱରରୁ ଝାରସୁଗୁଡାକୁ ବିମାନ ବ୍ୟବସ୍ଥା କରାଯିବ । ସ୍ୱତନ୍ତ୍ର ଟ୍ରେନ ମଧ୍ୟ ରାଉରକେଲା ଓ ଝାରସୁଗୁଡା ଯିବା ପାଇଁ ବ୍ୟବସ୍ଥା…
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ନଗଦ ୪୫ ହଜାର ଟଙ୍କା ଜବତ କରାଯାଇଛି । ତାଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ…
Read More...