Browsing Tag

bhubaneswar news

ରାଜ୍ୟରେ ପହଞ୍ଚିଲା ୧ ଲକ୍ଷ କୋଭିଡ ଟିକା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା କାଲିଠାରୁ ପୁଣିଥରେ ମାଗଣାରେ କୋଭିଡ ଟିକାକରଣ କରାଯିବ । ଏଥିପାଇଁ ମଙ୍ଗଳବାର କେନ୍ଦ୍ରରୁ ୧ ଲକ୍ଷ ଡୋଜ କୋଭିସିଲଡ୍‌ ଟିକା ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲ୍ଲାକୁ ଟିକା ପଠାଯିବ ବୋଲି ଜଣାପଡିଛି । ଯେଉଁମାନେ ଦ୍ୱିତୀୟ ଡୋଜ…
Read More...

ରେଲୱେ ଅଧିକାରୀ ପ୍ରମୋଦ ଜେନାଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ଵର : ଅବସରପ୍ରାପ୍ତ ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ରେଡ୍ । ରେଲୱେ ଚିଫ୍ କମରସିଆଲ ମ୍ୟାନେଜର ପ୍ରମୋଦ ଜେନାଙ୍କ ଘରେ ସିବିଆଇ ରେଡ୍ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରେଡ୍ ବେଳେ ପ୍ରମୋଦଙ୍କ ଘରୁ ୧ କୋଟି ୫୭ ଲକ୍ଷ ନଗଦ ଟଙ୍କା ମିଳିଛି । ଏହା ସହିତ ୧୭ କେ.ଜି ଓଜନର ସୁନା…
Read More...

ମିସ୍ ଆଣ୍ଡ ମିସେସ୍ ଇଣ୍ଡିଆ କୁଇନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ୱର : ମିସ୍ ଆଣ୍ଡ ମିସେସ୍ ଇଣ୍ଡିଆ କୁଇନ୍ ଅଫ ହାର୍ଟସ୍ ସିଜନ୍‌-୫ରେ ଓଡ଼ିଆ ଝିଅ ଗୁଡ୍ଡିଙ୍କ କମାଲ । ମିସେସ୍ ପପୁଲାର ଏବଂ କନ୍‌ଫିଡେଂଟ କାଟାଗୋରୀରେ ସମସ୍ତଙ୍କୁ ପଛରେ ପକାଇ ବିଜେତା କ୍ରାଉନ ହାସଲ କରିଛନ୍ତି ଗୁଡ୍ଡି । ନୂଆଦିଲ୍ଲୀ କନକପୁରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି…
Read More...

ଘର ଉପରକୁ ମାଡ଼ିଗଲା ଆମ୍ବୁଲାନ୍ସ : ଡ୍ରାଇଭର ଫେରାର, ଗାଡ଼ି ଜବତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ଗାଡ଼କଣରେ ଘଟିଛି ଏକ ଦୁର୍ଘଟଣା । ରୋଗୀ ଛାଡ଼ି ଫେରୁଥିବା ଏକ ଆମ୍ବୁଲାନ୍ସ ଭାରସ୍ୟାମ ହରାଇ ଏକ ଘର ଉପରେ ଚଢ଼ିଯାଇଛି । ଫଳରେ ଘରଟି କ୍ଷତିଗ୍ରସ୍ତ ହୋଇଛି । ଏହାପରେ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି ।
Read More...

‘ସୋଆ’କୁ ପ୍ରଥମ ଇନୋଭେଟର ଆୱାର୍ଡ : ଷ୍ଟାର୍ଟଅପ୍‌ ମେଳାରେ ୱିୱେର ପୁରସ୍କୃତ

ଭୁବନେଶ୍ୱର, (କେପଏନ୍‌ଏସ୍‌) : ଜାତୀୟ ଷ୍ଟାଟ-ଅପ୍‌ ଦିବସ ଅବସରରେ ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଆୟୋଜିତ ଷ୍ଟାର୍ଟଅପ୍‌ ମେଳାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧୀନ ଏଆଇସି-ସିଜିୟୁର 'ୱିୱେର ଷ୍ଟାର୍ଟଅପ୍‌' ଛାତ୍ରଛାତ୍ରୀଙ୍କୁ ପ୍ରଥମ 'ଷ୍ଟୁଡେଣ୍ଟ ଇନୋଭେଟରସ୍‌, ଷ୍ଟୁଡେଣ୍ଟ…
Read More...

ଆଜିଠୁ ୨ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୧୭ ଏବଂ ୧୮ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧୭ ତାରିଖରେ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେବେଜୀବନଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି - ମୁଖ୍ୟମନ୍ତ୍ରୀବିଦ୍ୟୁତ ଅପଚୟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନOCPL ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ…
Read More...

ଗୁଳି ଚାଳନାରେ ବ୍ରୋଞ୍ଚ ହାସଲ କଲେ ଦଶମ ଶ୍ରେଣୀ ଛାତ୍ରୀ ଶ୍ରେଷ୍ଠ ଶର୍ମା

ଭୁବନେଶ୍ୱର : ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପରେ ବ୍ରୋଞ୍ଜ ହାସଲ କଲେ ଶ୍ରେଷ୍ଠ ଶର୍ମା । ରାଞ୍ଚିରେ ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପ ଆୟୋଜିତ ହୋଇଥିଲା । ନିଜ ଦକ୍ଷତା ଅନୁସାରେ ଗୁଳି ଚାଳନା କରି ବିଜୟୀ ହୋଇଛନ୍ତି ୧୭ ବର୍ଷର ଝିଅ ଶ୍ରେଷ୍ଠ ଶର୍ମା । ଭୁବନେଶ୍ୱରର ଆଦିତ୍ୟ…
Read More...

ଆଜିଠୁ ଅଜିତ୍‌ ନାଟ୍ୟ ମହୋତ୍ସବ-୨୦୨୩

ଭୁବନେଶ୍ୱର : ବିଶିଷ୍ଟ ଅଭିନେତା ସ୍ୱର୍ଗତ ଅଜିତ୍‌ ଦାସଙ୍କ ହାତଗଢ଼ା ଅନୁଷ୍ଠାନ ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର(ଅଜିତ୍‌) ପକ୍ଷରୁ ସୋମବାରଠୁ ଆରମ୍ଭ ହେଉଛି ୧୧ତମ ଅଜିତ୍‌ ନାଟ୍ୟ ମହାତ୍ସବ-୨୦୨୩ । ରବିବାର ପୂର୍ବାହ୍ନରେ ୟୁନିଟ୍‌-୫ ସ୍ଥିତ କର୍ମଚାରୀ ଭବନଠାରେ ଆୟୋଜିତ…
Read More...

ଆଇସିଏଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ହେଲେ ଆଶୁତୋଷ

ଭୁବନେଶ୍ୱର : ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‌ ଆକାଉଣ୍ଟ୍‌ସ ଅଫ୍‌ ଇଣ୍ଡିଆ(ଆଇସିଏଆଇ)ର ଭୁବନେଶ୍ୱର ଚାପ୍ଟରର ନୂତନ କାର୍ଯ୍ୟାଳୟ ପାଇଁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଯାଇଛି । ଚାପ୍ଟରର ଅଧ୍ୟକ୍ଷ ଭାବେ ସିଏମ୍‌ଏ ଆଶୁତୋଷ ଦେବତା ମନୋନୀତ ହୋଇଥିବା ବେଳେ ଉପାଧ୍ୟକ୍ଷ ତଥା କୋଷାଧ୍ୟକ୍ଷ…
Read More...