Browsing Tag

bhubaneswar news

ବାଥୁଡ଼ି ଓ ସାନ୍ତାଳମାନଙ୍କର କଳା ଏବଂ କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ସାନ୍ତାଳ ଘର ପ୍ରାଙ୍ଗଣ ଓ ଜୁଆଙ୍ଗ ମଣ୍ଡପରେ ଓଡ଼ିଶାର ଦୁଇ ଗୋଟି ଜନଜାତି ଯଥା ବାଥୁଡ଼ି ଓ ସାନ୍ତାଳମାନଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନୀ…
Read More...

ରାସ୍ତାରେ ଜଳିଗଲା ବୁଲେଟ୍‌

ଭୁବନେଶ୍ୱର : ଶିରିପୁର ଛକ ନିକଟରେ ବିଚ୍‌ ରାସ୍ତାରେ ଏକ ବୁଲେଟ୍‌ ଜଳିଯିବାର ଖବର ମିଳିଛି । ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବୁଲେଟ୍‌ରେ ନିଆଁ ଲାଗିଯିବାର ଦେଖି ଛକ ନିକଟରେ ଥିବା ଲୋକେ ଭିଡ଼ ଜମାଇଥିଲେ । ଦୁର୍ଘଟଣାର କାରଣ ଓ ଆହତ…
Read More...

ହିନ୍ଦ ମଜଦୁର ସଭାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପ୍ରଭାତ ତ୍ରିପାଠୀ ହିନ୍ଦ ମଜଦୁର ସଭା ରାଜ୍ୟ ସାଧାରଣ ସଂପାଦକ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହିନ୍ଦ ମଜଦୁର ସଭା (ଏଚ୍‌ଏମଏସ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…
Read More...

ରାଜ୍ୟର ୩୬ ବ୍ଲକରେ ନୂତନ ବିଡିଓ ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟର ୩୬ଟି ବ୍ଲକକୁ ମିଳିଲେ ନୂଆ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) । ରାଜ୍ୟ ପଞ୍ଚାୟତିରାଜ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନୂଆ ବିଡିଓ ଭାବେ ସ୍ୱପ୍ନିତା ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଚିଲିକାର…
Read More...

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ କର୍ମଚାରୀ ଜାନୁଆରୀ ୩୧ ସୁଦ୍ଧା ସଂପତ୍ତି ତାଲିକା ଦାକଲ କରିବାକୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ ସରକାରୀ କର୍ମଚାରୀ ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ଅନ୍‌ଲାଇନରେ ନିର୍ଦ୍ଦାରିତ ଫର୍ମାଟରେ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ସେମାନଙ୍କର ସଂପତ୍ତି ତାଲିକା ଦାଖଲ କରିବା ନିମନ୍ତେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ.…
Read More...

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ ଜଣ ଓଏଏସ୍‌ ଅଫିସରଙ୍କ ବଦଳି କରାଯାଇଥିବା ବେଳେ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ଦିଆଯାଇଛି । ଏ ନେଇ ଗୁରୁବାର ରାଜସ୍ୱ ଓ…
Read More...

ବିଶିଷ୍ଟ ଶିକ୍ଷାବିତ୍‌ ଡ.ମନୋଜ ରଞ୍ଜନ ନାୟକଙ୍କୁ ତୁଳସୀକ୍ଷେତ୍ର ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‌ ତଥା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକଙ୍କୁ ତୁଳସୀ କ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଛି । ପ୍ରଫେସର ଶ୍ରୀ ନାୟକଙ୍କୁ ବାଞ୍ଚାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ପୃଷ୍ଠପୋଷକ ତଥା ଅଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ଦେବେନ୍ଦ୍ର କୁମାର…
Read More...

ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଏହି ବିମାନରେ ବିଜୁ ବାବୁ ତାଙ୍କ ସାହସିକତାର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର…
Read More...

ଜମିଜମା ରେକର୍ଡ କମ୍ପ୍ୟୁଟରିକରଣରେ ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ : ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଦେଶର ୭୫ଟି ଚିହ୍ନିତ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୯ ଜିଲ୍ଲା ଜମିଜମା ରେକର୍ଡ କମ୍ପ୍ୟୁଟରିକରଣରେ ପାଇବେ ଜାତୀୟ ପୁରସ୍କାରଅଧିକ ଲାଇସେନ୍ସେ ପ୍ରାପ୍ତ ସର୍ବେକ୍ଷଣକାରୀ ପାଇଁ ୩ ମାସିଆ ତାଲିମସବୁ ଜିଲ୍ଲାରେ ହେବ ହାଇଟେକ୍ ସର୍ଭେ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜମିଜମା ରେକର୍ଡ…
Read More...

ଜଳ ସମ୍ପଦ ମନ୍ତ୍ରୀଙ୍କ ବିଭାଗୀୟ ଖର୍ଚ୍ଚ ସମୀକ୍ଷା

ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ବିଭାଗୀୟ ଖର୍ଚ୍ଚ ସମୀକ୍ଷା କରିଥିବା ଜଣାପଡିଛି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ରାଜ୍ୟ…
Read More...