Browsing Tag

bhubaneswar news

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଐତିହ୍ୟ, ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର…
Read More...

ଅଯୋଧ୍ୟାରେ ମୂର୍ତ୍ତି ତିଆରି କରିବେ ସୁଦର୍ଶନ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ପାଇଁ ଗର୍ବ ଆଉ ଖୁସିର ଖବର । ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରରେ ମୂର୍ତ୍ତି ତିଆରି କରିବେ ଓଡ଼ିଶାର ପଦ୍ମ ବିଭୂଷଣ ସୁଦର୍ଶନ ସାହୁ । ଏଥିପାଇଁ ସେ ପ୍ରସ୍ତାବିତ ମନ୍ଦିରସ୍ଥଳୀ ପରିଦର୍ଶନ କରି ଫେରିଛନ୍ତି । ତାଙ୍କୁ ମହାପ୍ରଭୁ…
Read More...

କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିମୁଣ୍ଡ ଗାଁ ନିକଟ କୁଆଖାଇ ନଦୀ ପଠାରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ମୃତଦେହ ଉଦ୍ଧାର କରିବା ପରେ ଏନେଇ ତଦନ୍ତ ଜାରି ରଖିଛି ମଞ୍ଚେଶ୍ୱର ଥାନା ପୋଲିସ । ମୃତଦେହର…
Read More...

ଟି-ସେତୁରେ ଅଘଟଣକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ନରସିଂହପୁର/ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା…
Read More...

୫ଟି ସଚିବଙ୍କ ବେଦବ୍ୟାସ ପୀଠ ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭିକେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରିଥିଲେ । ୫ଟି ଉପକ୍ରମରେ ପୀଠର ବିକାଶ ସମ୍ପର୍କରେ ଟ୍ରଷ୍ଟ ବୋର୍ଡର ସଭ୍ୟ, ସେବାୟତ ଏବଂ ସ୍ଥାନୀୟ…
Read More...

ଓଡ଼ିଶୀ ନୃତ୍ୟ ମହାକୁମ୍ଭରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଗତକାଲିଠାରୁ ତିନିଦିନ ଧରି ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ…
Read More...

ବଡମ୍ବା ଦଳାଚକଟାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ…
Read More...

କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଳାଇବେ ସୁବ୍ରତ କୁମାର ନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି । ବୁର୍ଲା ଭୀମ୍‌ସାର୍‌ର ରେଜିଷ୍ଟ୍ରାର୍‌ ସୁବ୍ରତ କୁମାର ନାୟକଙ୍କୁ ବଦଳି କରାଯାଇ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ଅନୁସୂଚିତ…
Read More...

ଆଜିଠୁ “ଭୁଫେଷ୍ଟୋ-୨୦୨୩’ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କାହାଣୀ ଶୁଣାଇବେ ଷ୍ଟୋରୀ ଟେଲର୍‌ । ହସେଇବେ, କନ୍ଦେଇବେ ପୁଣି ରୋମାଞ୍ଚପୂର୍ଣ୍ଣ କାହାଣୀ ଓ ଲୋକକଥା ଶୁଣାଇବେ । କାରଣ ଶନିବାରଠୁ ଆରମ୍ଭ ହେଉଛି ସର୍ବବୃହତ୍‌ ଅନ୍ତର୍ଜାତୀୟ ଓରାଲ୍‌ ଷ୍ଟୋରି ଟେଲିଂ ଫେଷ୍ଟିଭାଲ୍‌-ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ୍‌ ଅଫ୍‌…
Read More...

ଖଣ୍ଡଗିରିରେ ସ୍ଥାପନ ହେଲା “ଖଣ୍ଡଗିରି’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖଣ୍ଡଗିରିରେ ସ୍ଥାପନ ହେଲା ଖଣ୍ଡଗିରି । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟି ସତ । ପୁରୁଷ ହକି ବିଶ୍ୱକପ୍‌-୨୦୨୩ ପାଇଁ ସାରା ଭୁବନେଶ୍ୱର ନୂଆ ବେଶ ଧାରଣ କରିଛି । ଆଉ ସେ ଭିତରେ ବଦଳିଯାଇଛି ଖଣ୍ଡଗିରି ଛକ ଓଭର୍‌ବ୍ରିଜ୍‌ର ରୂପ । ବ୍ରିଜ୍‌ ତଳ…
Read More...