Browsing Tag

bhubaneswar news

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା

ଭାରତୀୟ ଭାଷାଗୁଡ଼ିକୁ ସୁଦୃଢ଼ କରିବାରେ ଅନୁବାଦର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଅଖିଳ କୁମାର ମିଶ୍ର ଭୁବନେଶ୍ୱର, (ପିଆଇବି) : ଭାରତୀୟ ଭାଷାଗୁଡ଼ିକୁ ସୁଦୃଢ଼ କରିବାରେ ଅନୁବାଦର ଗୁରୁତ୍ୱ ରହିଛି । ଅନୁବାଦର ବର୍ଦ୍ଧିତ ଚାହିଦା ପାଇଁ ଗୁଣବତ୍ତା, ପରିମାଣ ଏବଂ ଗତି ପ୍ରତି ଧ୍ୟାନ ଦେବା…
Read More...

ରୋଟାରୀ କ୍ଲବ ପକ୍ଷରୁ ସୋନପୁରର ଦୁଇ ଶିକ୍ଷକଙ୍କୁ ‘ନେସନ ବିଲ୍ଡର ଆୱାର୍ଡ’

ଭୁବନେଶ୍ୱର, (ରାଜ କିଶୋର ତ୍ରିପାଠୀ) : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି ପକ୍ଷରୁ ଆୟୋଜିତ 'ନେସନ ବିଲ୍ଡର ଆୱାର୍ଡ' ସମାରୋହରେ ସମ୍ମାନିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ଏବଂ…
Read More...

ବିଧାନସଭାରେ କଳିକେଶଙ୍କ ପ୍ରଶ୍ନରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ ଏମ୍‌ଏମ୍‌ଡିଆର୍‌ ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ ଭୁବନେଶ୍ୱର : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବିଧାନସଭାରେ ଉଠାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛତାମଖନା ଇନ୍-ଷ୍ଟ୍ରିମ୍…
Read More...

ଶ୍ରମ କୋଡ୍‌ ଓ ଏମ୍‌ଏମ୍‌ଡିଆର୍‌ ଆଇନ ରଦ୍ଦ ଦାବିରେ ସିଆଇଟିୟୁର ଦୁଇଦିନିଆ ଧାରଣା

ଭୁବନେଶ୍ୱର : ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଶ୍ରମିକଙ୍କ ଗର୍ଜନ । ଶ୍ରମ କୋଡ୍‌ ପ୍ରତ୍ୟାହାର, ଏମ୍‌ଏମ୍‌ଡିଆର୍‌ ଆଇନ ରଦ୍ଦ ଓ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ଦୁଇଦିନିଆ ଧାରଣା ଦେଇଛି ସିଆଇଟିୟୁ । ସେପ୍ଟେମ୍ବର ୨୪ ଓ ୨୫ ତାରିଖରେ ଆୟୋଜିତ ଏହି ଧାରଣାରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର…
Read More...

ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ

ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମଗୁଡ଼ିକର ଆଗାମୀ ସାଧାରଣ ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା…
Read More...

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ସାକ୍ଷାତ କଲା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ସାକ୍ଷାତକରି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ବିଭିନ୍ନ ସମସ୍ୟା ସମ୍ପର୍କରେ…
Read More...

ସେବା ସଂକଳ୍ପ ଅଭିଯାନ-୨୦୨୬

ଆଶୀର୍ବାଦର ଦୀପ - ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭ ମନାସିଲେ ମା'ମାନେମୋଦୀଜୀଙ୍କ…
Read More...

ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି

ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି — ବ୍ୟାପକ ଇକୋ-ଟୁରିଜମ୍ ପାଇଁ ₹୨୦୦ କୋଟି ମଞ୍ଜୁରି ଦାବି ଭୁବନେଶ୍ୱର : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଜଳ-ପର୍ଯ୍ୟଟନ ଓ ଇକୋ-ଟୁରିଜମ୍ କେନ୍ଦ୍ର ଭାବେ ବିକଶିତ…
Read More...

ୟୋନେକ୍ସ-ସନ୍‌ରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ

ପୁରୁଷରେ ଅଂଶ ନେଗୀ ଚମ୍ପିୟାନ, ଦିବ୍ୟମ କେଜ୍ରିୱାଲ ରନର୍ସ ଅପଜୁନିଅର ବାଳିକାରେ ସ୍ଵାତି ଚମ୍ପିୟାନ, ନିମିଶା ରନର୍ସ ଅପପୁରୁଷ ଡବଲସରେ ତନ୍ମୟ ଅଭିଜିତ ଚମ୍ପିୟାନବାଳକ ଡବଲସରେ ଦିବ୍ୟମ - ଶୁଭ୍ରକେତନ ଚାମ୍ପିୟନମହିଳା ଫାଇନାଲରେ ମନୀଷା ତୀର୍କୀ ଚମ୍ପିୟାନମିକ୍ସଡ଼ ଡବଲସରେ ଜଗଦୀଶ ହର୍ଷିତା…
Read More...

ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ : ଫାଇନାଲ ଲାଇନ ଅପ ଚୂଡାନ୍ତ

ପୁରୁଷ ସିଙ୍ଗଲସ ଫାଇନାଲରେ ଅଂଶ ନେଗୀ ଓ ଦିବ୍ୟମ କେଜ୍ରିୱାଲଙ୍କ ମଧ୍ୟରେ ମୁକାବିଲାଜୁନିଅର ବାଳିକା ଫାଇନାଲରେ ନିମିଶା ଓଝା ଓ ସ୍ଵାତି ନାୟକମହିଳା ସିଙ୍ଗଲ ଫାଇନାଲ ମନୀଷା ତୀର୍କୀ ଓ ଇସିତା ବିଶ୍ୱାସଙ୍କ ମଧ୍ୟରେ ମୁକାବିଲା ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର…
Read More...