ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗଣେଶ ପୂଜା ପାଳିତ
ଭୋଗରାଇ (କେପିଏନ୍ଏସ୍) : ଭୋଗରାଇ ବ୍ଲକ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଏବଂ ଉଚ୍ଚ ବିଦ୍ୟାଳୟ ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଡଃ. ଶିବନାରାୟଣ ପାତ୍ର, ଶିକ୍ଷକ ସଞ୍ଜୀବ ଜେନା, ଜୟଦେବ ଦାସ, ଫନିଭୂଷଣ ମହାନ୍ତି ପ୍ରମୁଖ!-->…
Read More...
Read More...