Browsing Tag

basudevpur news

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

ବାସୁଦେବପୁର : ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଖବର ଅନୁଯାୟୀ ଶନିବାର ମଧ୍ୟରାତ୍ରରେ ଧାମରାରୁ ବାସୁଦେବପୁର ଅଭିମୁଖେ ଆଇରନ୍‌ ଖାଲି କରି ଆସୁଥିବା ଟ୍ରକଟି ରାସ୍ତାକଡ଼ରେ ଛିଡ଼ା ହୋଇଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ
Read More...

ଦୋକାନ କାନ୍ଥ ଭାଙ୍ଗି ଚୋରି ଉଦ୍ୟମ

ବାସୁଦେବପୁର : ଦୋକାନ କାନ୍ଥ ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିବା ବେଳେ କାବୁ କଲେ ସ୍ଥାନୀୟ ଲୋକ । ଘଟଣା ଘଟିଛି ବାସୁଦେବପୁର ବଜାର ସ୍ଥିତ ମିରାକିଲ ସ୍କୁଲ ସମ୍ମୁଖରେ । ଏଠାରେ ଥିବା ଏକ ହାର୍ଡଓୟାର ଦୋକାନର କାନ୍ଥ ଭାଙ୍ଗି ଚୋରି ଉଦ୍ୟମ କରୁଥିବା ସମୟରେ ଜଣକୁ କାବୁ କରିଛନ୍ତି
Read More...

ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାସୁଦେବପୁର ବ୍ଲକ ଚୂଡ଼ାମଣୀମଲିକ ସାହିରେ ଏଭଳି ଘଟଣା ଘଟିଛି । ଗୁରୁବାର ଅପରାହ୍ଣରେ ୫ ଜଣ ନାବାଳକ ସାଥୀ ହୋଇ ଖେଳୁଥିବା ବେଳେ ବଣରେ କୋଳି ତୋଳି ଖାଇଥିଲେ । ସମସ୍ତେ ଘରକୁ ଫେରିବା ପରେ ବାନ୍ତି
Read More...

ଓଲଟିଲା ଚୂନ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର୍‌

ବାସୁଦେବପୁର : ଓଲଟିଲା ଚୂନ ବୋଝେଇ ଟ୍ରକ୍‌ । ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର କୋଷ୍ଟ କେନାଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଧାମରା ରାସ୍ତାର କୋଷ୍ଟ କେନାଲ ନିକଟରେ ଏକ ଚୂନ ବୋଝେଇ ଟ୍ରକ୍‌ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଅଳ୍ପକେ ହେଲ୍‌ପର୍‌ ବଞ୍ଚି
Read More...

ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ : ଡ୍ରାଇଭର୍ ଫେରାର୍

ବାସୁଦେବପୁର : ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରୁ ବେଧଡ଼କ ଭାବେ ଚାଲିଛି କୋଇଲା ଚୋରା ଚାଲାଣ । ବୁଧବାର ଭୋର୍ ସମୟରେ ବାସୁଦେବପୁର ଜାମୁଝାଡି ରାସ୍ତାର ସୁଲପାଟ ନିକଟରେ ଏକ ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ତେବେ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପିକଅପ୍
Read More...

ବାଇକ ଡିକି ଭାଙ୍ଗି ୫୫ ହଜାର ଟଙ୍କା ଲୁଟ ଅଭିଯୋଗ

ବାସୁଦେବପୁର : ବାସୁଦେବପୁର ସହର ମଧ୍ୟରେ ଏକ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫୫ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଇରମ ନୂଆଗାଁ ଗ୍ରାମର ରତିକାନ୍ତ ରାୟ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶ୍ରୀ ରାୟ ମଙ୍ଗଳବାର ସକାଳେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବାସୁଦେବପୁର : ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ଛକ ନିକଟରେ ଗତକାଲି ରାତିରେ ଅଜଣା ଗାଡି ଧକ୍କାରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ବାସୁଦେବପୁର ମୁନସିପଲାଟି ପାରା ଗ୍ରାମର ବଂଶୀଧର ବାରିକ ଓ ଗୁରୁତର ପୁଅ ଜଣକ ହେଲେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବାସୁଦେବପୁର : ବାଇକ୍ ଦୁର୍ଘଟଣାରେ ବାପା ମୃତ ଓ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ମାତାଜି ମଠ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ବୁଧବାର ଭୋର ସମୟରେ
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ

ବାସୁଦେବପୁର : ବାସୁଦେବପୁର ବ୍ଲକ ରୋଡରେ ଥିବା ଆରତି ଆଲମାରୀ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବ ବୋଲି ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି
Read More...

ଭୋଟ ବାକ୍ସ ସିଲ ଟାମ୍ପରିଂ ଅଭିଯୋଗ : ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ

ବାସୁଦେବପୁର : ଭୋଟ ବାକ୍ସ ସିଲ ଟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ କରି ଅଟକ ରଖିଥିବା ଜଣାପଡିଛି । ବାସୁଦେବପୁର ବ୍ଲକର କୁମାରପୁର ପଂଚାୟତର ୧୦ ନମ୍ବର ବୁଥ୍‌ରେ ପ୍ରିଜାଇଡିଂ ଅଫିସର ସିଲ ଟାମ୍ପରିଙ୍ଗ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୧୦ ନଂ.
Read More...