Browsing Tag

balngir news

ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନେଇ ଗାଁ ବୁଲିଲେ ନରସିଂହ : ରାସ୍ତା, ପିଇବା ପାଣି ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯେ ପର୍ଯ୍ୟନ୍ତ ଜିଲ୍ଲାରେ ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀମାନେ ଗାଁ ଗାଁ ଯାଇ ନିଜ ଆଡୁ ଲୋକଙ୍କୁ ତାଙ୍କର ଅଭାବ ଅସୁବିଧା ବାବଦରେ ପଚାରି ନ ବୁଝିବେ ସେ ପର୍ଯ୍ୟନ୍ତ ଯେତେ ବି ଜନ କଲ୍ୟାଣକାରୀ ଯୋଜନା ଅଛି ତାର ସୁଫଳ ଲୋକେ ପାଇବେ ନାହିଁ ବୋଲି
Read More...

କୋସଲାଂଚଳରେ ଆଇନ ବିଶ୍ୱବିଦ୍ୟାଳୟର ସ୍ଥାପନ ଓ କୋସଲାଂଚଳର ସମସ୍ତ ବେସରକାରୀ ଆଇନ ମହାବିଦ୍ୟାଳୟକୁ ସରକାର ହାତକୁ ନେବାକୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ରାଜ୍ୟ ସରକାର ତାଙ୍କର ଆଂଚଳିକ ବୈଷମ୍ୟ ଜନିତ ନୀତିର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ଦେଖାଇଛନ୍ତି । କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ଆଇନ ବିଶ୍ୱବିଦ୍ୟାଳୟ ଘୋଷଣା କରିବା ସହ ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟମାନଙ୍କୁ ସେହି ବିଶ୍ୱ ବିଦ୍ୟାଳୟ
Read More...

ପାରେଶ୍ୱର ମହାଲିଙ୍ଗଙ୍କ ଜନ୍ମ ଶତ ବାର୍ଷିକୀରେ ସହଜ ମାନସାଙ୍କ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦ୍ୟ ପୂର୍ବାହ୍ନରେ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ ସଭା କକ୍ଷରେ ପୂଜ୍ୟପୂଜା ସେବା ସଂଗଠନ ଓ ପାରେଶ୍ୱର ମହାଲିଙ୍ଗ ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ଆୟୋଜିତ ସମାରୋହରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ପାରେଶ୍ୱର ମହାଲିଙ୍ଗଙ୍କ ସହଜ
Read More...

ଓସିଏ ଭିଜନ ୨୦୨୪ : ନବକିଶୋର କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ନବକିଶୋର ଦଳ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ନବକିଶୋର ଦଳ ଓ ଗାନ୍ଧୀନଗର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗାନ୍ଧିନଗର ଦଳ ଟସ
Read More...

ମାରୱାଡି ମହିଳା ସମିତି ଦ୍ୱାରା ମାରାଥନର ସଫଳ ଆୟୋଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ମହିଳା ସମିତି ବଲାଙ୍ଗିର ଶାଖା ଦ୍ୱାରା କୋଭିଡ୍‌ ଟିକା ଜନ ଜାଗରଣ ଏବଂ ସ୍ୱଚ୍ଛ ଭାରତ ଅନ୍ତର୍ଗତ ଏକ ମିନି ମାରାଥନ ଦୌଡର ଆୟୋଜନ ସଫଳତା ପୂର୍ବକ କରାଯାଇଛି । ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରୁ ପ୍ରାୟ ତିନି ଶହ ପ୍ରତିଯୋଗୀ ବାହାରି ବିକ୍ରମ ଛକ,
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିବସରେ ଲାୟନ୍ସ କ୍ରିକେଟ ଏକାଡେମୀ ପାଟଣାଗଡ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାୟନ୍ସ ଦଳ ଟସ୍ ଜିତି ପ୍ରଥମେ
Read More...

ଆଦିବାସୀ ଚିତ୍ରକଳା ଶିବର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ଲଳିତ କଳା ଏକାଡେ଼ମି ପକ୍ଷରୁ ଆୟୋଜିତ ଓ ବଲାଙ୍ଗିର ଆର୍ଟ ରିସର୍ଚ୍ଚ ସେଣ୍ଟର ସହଯୋଗିତାରେ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୯
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନଏସ୍‌): ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ. ୧୫ରୁ ୨ ଜଣ, ୱାର୍ଡ ନଂ. ୯ ଏବଂ ୱାର୍ଡ ନଂ. ୧୯ ରୁ ଜଣେ ଲେଖାଏଁ କରେନାରେ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ
Read More...

ଗାନ୍ଧୀଜୀଙ୍କ ତିରୋଧାନ ଦିବସ ପାଳିତ : ସ୍ମୃତି ଚାରଣ କଲେ କଂଗ୍ରେସ କର୍ମୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଂଗ୍ରେସ ମୁଖ୍ୟାଳୟ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ ପାଳିତ ହୋଇଯାଇଛି । ୧୯୪୮ ମସିହା ଠିକ୍‌ ଆଜି ଦିନରେ ଜାତିର ପିତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଆଜି ତାଙ୍କର ଏହି ପୂଣ୍ଣ୍ୟତିଥିରେ ନଗର କଂଗ୍ରେସ ତରଫରୁ
Read More...