Browsing Tag

baliguda bews

ଗାଈ ଛେଳି ଚରାଉଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ : ମୃତଦେହ ରଖି ରାସ୍ତା ଅବରୋଧ

କ୍ଷତିପୂରଣ ଦାବିରେ ଉତ୍ତେଜନା; ଡ୍ରାଇଭର ଅଟକ, ଗାଡ଼ି ଜବତ ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗାଈ ଓ ଛେଳି ଚରାଇବାକୁ ଯାଇଥିବା ଜଣେ ବୃଦ୍ଧାଙ୍କ ପାଇଁ କାଳ ସାଜିଲା ଦ୍ରୁତଗାମୀ ପିକ୍‌ଅପ୍‌ ଭ୍ୟାନ୍‌ । ରାସ୍ତାକଡ଼ରେ ବସିଥିବା ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ତାଙ୍କ ଉପରେ…
Read More...