ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଗିରଫ
ବାଲେଶ୍ୱର : ବାଇକ୍ ଲୁଟେରା ଗ୍ୟାଙ୍ଗ୍କୁ ଧରିଲା ବାଲେଶ୍ଵର ଟାଉନ୍ ଥାନା ପୋଲିସ। ୬ ବାଇକ୍ ଲୁଟେରା ଗିରଫ ସହିତ ୧୭ ବାଇକ୍ ଜବତ। ଲୁଟେରାଙ୍କ ମଧ୍ୟରୁ ୩ ଜଣ ନାବାଳକ। ଏହି ସବୁ ବାଇକ୍ ଗୁଡ଼ିକ ବାଲେଶ୍ଵର, ଭଦ୍ରକ ଜିଲ୍ଲାରୁ ଚୋରି ହୋଇଥିବା ଜଣାପଡ଼ିଛି। ମିଳିଥିବା ବାଇକ୍ ମଧ୍ୟରୁ ୬ ଜଣଙ୍କୁ!-->…
Read More...
Read More...