Browsing Tag

balangir news

ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍‌ ଭାରୋତ୍ତୋଳନ ପ୍ରତିଯୋଗିତା : ବଲାଙ୍ଗିର ଝିଅ ସୁନୈନା ବେହେରା ଜିତିଲେ ରୌପ୍ୟ ପଦକ

ଜିଲ୍ଲାର ପ୍ରଥମ ଝିଅ ଭାବେ ଅର୍ଜିଲେ ସୁନାମସୁନୈନାଙ୍କୁ ସମ୍ବର୍ଦ୍ଧିତ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ଭାରୋତ୍ତଳନ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍‌
Read More...

ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ସହରର ପିପି ଏକାଡେମୀ ଛକରୁ ଲକ୍ଷ୍ମୀନଗର ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପିପି ଏକାଡେମୀ ଛକଠାରୁ ମହାଲକ୍ଷ୍ମୀ ନଗର ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ୫୦୦ ମିଟର ଏହି ରାସ୍ତା ନିର୍ମାଣ ପାଇଁ ପଡାଲୋକେ ବହୁ ଦିନରୁ ଦାବୀ
Read More...

ଆଦର୍ଶ ଶିକ୍ଷକ ମଦନ ମୋହନ ରଥଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ସିଂଖମନର ହିନ୍ଦୀ ଶିକ୍ଷକ ମଦନ ମୋହନ ରଥ ଗତ ଜୁନ ୩୦ତାରିଖରେ ୨୯ ବର୍ଷ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଏକ
Read More...

ତୁଳିରେ ଚେତନା ସୃଷ୍ଟି କଲେ ଶିଶୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ ପରିବେଶ ଉପରେ କୁପ୍ରଭାବ ପଡିବା ଚିନ୍ତାର ବିଷୟ ହୋଇଛି । ଯେଉଁଠି ମାନବ ବଢୁଛି । ସେଠାରେ ନିଜେ ଦୈଷର କାରଣ ସାଜୁଛି । ଜୀବ ଜଗତରେ ବନ ହିଁ ସର୍ବ ମହୋଷଦି । ଏହା ଜୀବନ ରକ୍ଷକ । କୁନି କୁନି ଶିଶୁମାନଙ୍କଠାରେ ବୃକ୍ଷଲତା ପରିବେଶ ସୁରକ୍ଷା ଓ ଏକ
Read More...

ପରିବାର ଅଦାଲତର ପ୍ରଶାସନିକ ଅଧିକାରୀ ତଥା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ ନେପାକଙ୍କୁ ଅବସରକାଳୀନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ପରିବାର ଅଦାଲତର ପ୍ରଶାସନିକ ଅଧିକାରୀ ପ୍ରକାଶ କୁମାର ନେପାକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦଧିବାବନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବୁଡି ଅଂଚଳରେ ପ୍ରଶାସନ ମାନବ ଅଧିକାର ଉଲ୍ଲଂଘନ ନକରୁ : ନରସିଂହ

ବିଜୁଳି ଓ ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର, ସେଥିରୁ ବଞ୍ଚିତ କରା ନ ଯାଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଡି ଅଞ୍ଚଳକୁ ନେଇ ଆଜି ବଲାଙ୍ଗିର ବିିଧାୟକ ନରସିଂହ ମିଶ୍ର ପ୍ରେସ୍‌ ବବୃତ୍ତି ପ୍ରଦାନ କରିଛନ୍ତି । ସେ ନିଜ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ, ବଲାଙ୍ଗିରର
Read More...

ଗଣ୍ଡାବଜା ଉପରେ ଗବେଷଣା କରିବେ ତରଣୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ (ସାଧନା ଓ ତାଲିମ) ବିଭାଗ ତରଫରୁ ପଶ୍ଚିମ ଓଡିଶାର ଅନନ୍ୟା ଲୋକବାଦ୍ୟ “ଗଣ୍ଡାବଜା” ଉପରେ ଗବେଷଣା କରିବା ପାଇଁ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମଲମଣ୍ଡା ଗାଁର ବରିଷ୍ଠ କଳାକାର ତରଣୀସେନ ଦୀପ ମନୋନୀତ
Read More...

ଜାତିଆଣ ଆକ୍ଷେପକାରୀକୁ ଗିରଫ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ଗଣମାଧ୍ୟମରେ ଦଳିତ ସମାଜକୁ ନେଇ ଜାତିଆଣ ଆକ୍ଷେପ କରିଥିବା ତଥା ଅଶାଳୀନ ମନ୍ତବ୍ୟ ଦେଇଥିବା ପ୍ରଦୀପ କୁମାର ପରୁଆ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ଦାବୀରେ ଜିଲ୍ଲାର ଦଳିତ ସଂଗଠନମାନଙ୍କ ତରଫରୁ ବଲାଙ୍ଗିର ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।
Read More...

ଅବକାରୀ ବିଭାଗ ଦ୍ୱାରା କଫ୍‌ ସିରପ୍‌ ଜବତ ସହ ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବାଁକାପଡାରୁ କଫ୍‌ ସିରପ୍‌ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଆକାଶ ବାଇକର ବୟସ ୩୫ । ସୂଚନା
Read More...

ବିପଦ ସଙ୍କୁଳ ଅବସ୍ଥାରେ ବଲାଙ୍ଗିର କଲେଜ ଛକରୁ ଓମେନ୍ସ କଲେଜ ରାସ୍ତା : ଜିଲ୍ଲା ପ୍ରଶାସନର ନିଘା ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକରୁ ଓମେନ୍ସ କଲେଜ ରାସ୍ତା ଏବେ ଖାଲ ଖମାରେ ଭର୍ତ୍ତି ହୋଇ ପଡିଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତା ଦେଇ ଅନେକ କୋମଳମତି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅହରହ ଯାତାୟତ କରନ୍ତି । କେତେବେଳେ ବି କୌଣସି ଅଘଟଣ
Read More...