Browsing Tag

balangir news

୧୧ ନଂ. ଓଡିଶା ଏନ୍‌ସିସି ବାଟାଲିୟନ୍‌କୁ ନେଇ ସଦେଇପାଲିରେ ସାଇବର ଥାନା ପୋଲିସ ପକ୍ଷରୁ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସଦେଇପାଲିରେ ସାଇବର ଥାନା ପୋଲିସ ପକ୍ଷରୁ ଆଇଆଇସି ଭାରତୀ ନାୟକଙ୍କ ତତ୍ୱାବଧାନରେ ୧୧ ନଂ. ଓଡିଶା ଏନ୍‌ସିସି ବାଟାଲିୟନ୍‌କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ସଚେତନତା ଶିବରରେ ଦିନକୁ ଦିନ ସହରରେ ବଢୁଥିବା ସାଇବର
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯୁବ କୁଲୁତା ସମାଜ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନରେ ଜନ୍ମଦିନକୁ ଲୋକେ ବନ୍ଧୁ ବାନ୍ଧବଙ୍କ ଗହଣରେ କେକ୍‌ କାଟି ନାଚ ଗୀତ ସହ ବଡ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । କିନ୍ତୁ ଠିକ୍‌ ସେତିକି ବେଳେ ଜନ୍ମଦିନରେ ରକ୍ତଦାନ କରି ଜନ୍ମଦିନ ଉତ୍ସବ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି । ବଲାଙ୍ଗିର
Read More...

ଓମ୍‌ ଶାନ୍ତି ଯୋଗ ପୀଠରେ ଗୁରୁ ପୂର୍ଣ୍ଣିମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ଓମ୍‌ ଶାନ୍ତି ଯୋଗ ପୀଠ ଦ୍ୱାରା ଗୁରୁ ପୂର୍ଣ୍ଣିମା ଦିବସ ପାଳନ କରାଯାଇଛି । ସକାଳେ ନିୟମିତ ଯୋଗ ଶିକ୍ଷା ପରେ ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଗଲା ଓ ଗୁରୁ ପୂର୍ଣ୍ଣିମାର ମହତ୍ୱ ଉପରେ
Read More...

ପର୍ଯ୍ୟଟନ ବିଭାଗ ଦେଇଛି ୫୦ଲକ୍ଷ : ବଡପ୍ୟାକେଜ ଅପେକ୍ଷାରେ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ସନ୍ଥକବି ଭୀମଭୋଇ ହେଉଛନ୍ତି ମହିମାଧର୍ମର ଶ୍ରେଷ୍ଠ ପ୍ରଚାରକ । ତାଙ୍କ ପାଇଁ ମହିମାଧର୍ମ ବହୁମାତ୍ରାରେ ପ୍ରଚାର ଓ ପ୍ରସାର ଲାଭ କରିଥିଲା । ସୋନପୁର ଜିଲ୍ଲାର ଖଳିଆପାଲି ହେଉଛି ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସାମାଧି କ୍ଷେତ୍ର । ଜଣେ
Read More...

ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବିଛିନ୍ନ ବିରୋଧରେ ଜାତୀୟ ମାନବାଧିକାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ ଦିନ ହେଲା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
Read More...

ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ୱନକ୍ଷତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ମଂଟେସୋରୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ବିଶ୍ଲେଷଣର ସଂପାଦକ ରାଜେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର
Read More...

ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ତରଫରୁ ମା’ ଘଣ୍ଟାଶୁଣି ଟାଉନ ଉଚ୍ଚ ବିଦ୍ୟାଳୟକୁ ଦିଆଗଲା କୋଲ୍ଡ ଫ୍ରିଜର

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦା ସର୍ବଦା ସମାଜର ଉନ୍ନତି ନିମନ୍ତେ ବିଭିନ୍ନ ସେବା କାର୍ଯ୍ୟ କରିଥାନ୍ତି । ଲାୟଂସ କ୍ଲବ ସଭାପତି ଲିଙ୍ଗରାଜ ସାହୁଙ୍କ ଚଳିତ ବର୍ଷ ଶେଷ ପ୍ରୋଜେକ୍ଟ ଅନ୍ତର୍ଗତ ମା' ଘଣ୍ଟାଶୁଣି ଟାଉନ ଉଚ୍ଚ ବିଦ୍ୟାଳୟକୁ ଲାୟାନସ କ୍ଲବ ତରଫରୁ
Read More...

ହର୍ଡାଟାଲ ଛକ ନିକଟରେ ଭାରାସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହର୍ଡାଟାଲ ଛକ ନିକଟରେ ଗତ ରାତିରେ ଭାରାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ବାଇକ ଆରୋହୀ ଗୁରୁତର ଆହାତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବାଇକ ଅରୋହୀ ଜଣକ ହେଲେ ପାଟଣଗଡର ପ୍ରିୟବ୍ରତ ନାଏକ
Read More...

ପ୍ରକୃତିକୁ ଅନୁଭବ କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଏ କହିପାରୁ ନାହାନ୍ତି, କିଏ ଶୁଣି ପାରୁ ନାହିଁ । ଏମିତିକି କାହା ଆଖିକୁ ଏ ଜନ୍ମରେ ଦେଖିବା ପାଇଁ ଭାଗ୍ୟ ନାହିଁ, କିନ୍ତୁ ସମସ୍ତେ ନିଃଶ୍ୱାସ ନେଉଛନ୍ତି । ଜୀବନଟା ବଂଚିଛି । ସମସ୍ତେ ଅନୁଭବ କରିପାରୁଛନ୍ତି ଯେ, ଜୀବ ଜଗତରେ କୌଣସି ଏକ ଅଦୃଶ୍ୟ ଶକ୍ତି
Read More...