Browsing Tag

balangir news

ଚିପ୍ ଜଷ୍ଟିସଙ୍କ ପିତାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗଦେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୌଭାଗ୍ୟ ସନ୍ତାନ ବର୍ତ୍ତମାନର ଝାଡ଼ଖଣ୍ଡ ଚିପ୍ ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କ ବାପା ମାରକଣ୍ଡ ମିଶ୍ରଙ୍କ ଶୁଦ୍ଧକ୍ରିୟା କାର୍ଯ୍ୟକ୍ରମରେ ଯୋଗଦେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୂଚନା ଅନୁସାରେ ତୁଷୁରା ଉଡ଼ାଜାହାଜ
Read More...

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାରେ ଟପ୍ପର ହେଲେ ସିଏନ୍‌ସି ଛାତ୍ରୀ ଶ୍ରେୟା କେଶୱାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ତଥା ଐତିହାସିକ ଯୁକ୍ତ ୩ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୬୦ ଗୋଟି ମହାବିଦ୍ୟାଳୟ ଗୁଡ଼ିକର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ମଧ୍ୟରେ ବଲାଙ୍ଗିରର ଅଗ୍ରଣୀ
Read More...

‘ଭୀମପାହାଡ’ ପୁସ୍ତକ ପାଇଁ ଲେଖା ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମେତ ଓଡିଶାର ଜନ ଜୀବନର ଏକ ପ୍ରାକ୍‌ ଐତିହାସିକ କ୍ଷେତ୍ର ହେବା ସହ ଇତିହାସର ସ୍ୱର୍ଣ୍ଣିର୍ମ ଅଧ୍ୟାୟର ସ୍ମୃତି କ୍ଷେତ୍ର ଭାବରେ ପରିଚିତ ‘ଭୀମପାହାଡ’ ଓଡିଶା ସରକାରଙ୍କ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇ ବିକାଶ ଦିଗରେ ଆଗେଇ ଚାଲିଛି । ଭାରତୀୟ
Read More...

ସ୍ଵତନ୍ତ୍ର ଅଲମ୍ପିକ୍ସ ୱାର୍ଲ୍ଡ ଗେମ୍ସ ରୌପ୍ୟ ବିଜେତାଙ୍କୁ ବଲାଙ୍ଗିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ଅଲମ୍ପିକ୍ସ ୱାର୍ଲ୍ଡ ଗେମ୍ସ-୨୦୨୩ରେ ଭାଗ ନେଇ ସଟ୍‌ଫୁଟରେ ରୌପ୍ୟ ପଦକ ହାସଲ କରିଥିବା ବୈଷ୍ଣବ ରାଜପଲିଆଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି । ଜୁନ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହୋଇଥିବା
Read More...

ବନଖଣ୍ଡ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବଲାଙ୍ଗିର କେନ୍ଦୁପତ୍ର ସର୍କଲର ସିସିଏଫ୍‌ ହର୍ଷବର୍ଦ୍ଧନ ଉଦ୍‌ଗାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ବଲାଙ୍ଗିର
Read More...

୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିର ଓ ବହଳପଦର ହାଇସ୍କୁଲରେ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିରରେ ମୁଖ୍ୟ ଅଥିତି ଭାବରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିଶ
Read More...

ବାଲି ମାଫିଆଙ୍କ ଆକ୍ରମଣରେ ଆର୍‌ଆଇ ଗୁରୁତର

ବଲାଙ୍ଗିର : ବାଲି ମାଫିଆଙ୍କ ଆକ୍ରମଣରେ ବାବୁ ଫାସଡ଼ ଆରଆଇ ସୁଶାନ୍ତ ପଟେଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ବଲାଙ୍ଗିର ଜିଲ୍ଲା ସାଲେଭଟାଠାରେ ଜଣେ ରାଜସ୍ଵ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ସାଲେଭଟା ଫାଣ୍ଡି ଅନ୍ତର୍ଗତ ମୁରସୁଣ୍ଢ ଅଙ୍ଗ ନଦୀରୁ
Read More...

ପଙ୍କ ଭର୍ତ୍ତି ଗାଁ ଦଣ୍ଡରୁ ଅତିଷ୍ଟ ଫାସଡ଼ ଗ୍ରାମବାସୀ : ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ସକମା ପଂଚାୟତ ଅନ୍ତର୍ଗତ ଫାସଡ଼ ଗ୍ରାମରେ ଥିବା ଗାଁ ଦାଣ୍ଡ ବର୍ଷ ତମାମ ପଙ୍କ ଭର୍ତ୍ତି ରହୁଛି । ଫଳରେ ଗ୍ରାମବାସୀ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନାଳ ପାଣି ଓ ପଙ୍କରୁ ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ
Read More...

ଆଜି ‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟା ୩୦ ମିନିଟରେ ଭିଡିଓ କନଫରେନ୍ସସିଂ ମାଧ୍ୟମରେ 'ଆମ ପୋଖରୀ' ଯୋଜନାରେ ବଲାଙ୍ଗିର ସହରର ବିଭିନ୍ନ ପୋଖରୀର ନବୀକରଣ ପାଇଁ ଶୁଭାରମ୍ଭ କରିବେ । ଏଣୁ ସର୍ବସାଧାରଣ ତଥା ମିଶନ ଶକ୍ତିର ମା'ମାନଙ୍କ ଜାଣିବା ସକାଶେ
Read More...

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ମୋବାଇଲ୍‌ ଛଡ଼ାଇନେଲେ ୩ ମଦ୍ୟପ, ଗିରଫ୍‌ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାଖୋର୍‌ ମାନଙ୍କ ଉତ୍‌ପାତ୍‌ ଦିନକୁ ଦିନ ସମାଜରେ ବଢ଼ି ଚାଲିଛି । ବଲାଙ୍ଗିର ଜିଲ୍ଲାରେ ଗାଁ ଠୁ ସହର ସବୁଠି ମଦ୍ୟପଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ପୁଣି ଆଜି ସାମ୍‌ନାକୁ ଆସିଛି । କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମୋବାଇଲ୍‌
Read More...