ପରୀକ୍ଷା ଦେବା ପାଇଁ ଆସି ରକ୍ତଦାନ କଲେ ଯୁବ କୁଲୁତା ସମାଜର ସଦସ୍ୟ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ପିଇଓ ପରୀକ୍ଷା ଚାଲିଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ବେଲପଡା ବ୍ଲକ ଝାଙ୍କିରିପାଲି ଗ୍ରାମର ସଞ୍ଜିବ ବିଶ୍ୱାଲ ମଧ୍ୟ ବଲାଙ୍ଗିର ମେଡିକାଲ କଲେଜରେ ପରୀକ୍ଷା ଦେବାକୁ ଆସିଥିଲେ ।!-->…
Read More...
Read More...